ETV Bharat / state

ହୋଲିରେ ଅଘଟଣ, ଖର୍ଲା ନଦୀରେ ବୁଡି 2 ଶ୍ରମିକ ମୃତ

author img

By

Published : Mar 19, 2022, 2:06 PM IST

ସମ୍ବଲପୁର ଖର୍ଲା ନଦୀରେ ବୁଡ଼ି ୨ ଶ୍ରମିକ ମୃତ । ଅଧିକ ପଢନ୍ତୁ

ହୋଲିରେ ଅଘଟଣ, କୁଚିଣ୍ଡା ଖର୍ଲା ନଦୀରେ ବୁଡି 2 ଶ୍ରମିକ ମୃତ

ସମ୍ବଲପୁର: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । କାମ ସାରି କୁଚିଣ୍ଡା ଉପଖଣ୍ଡ ଖର୍ଲା ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଶ୍ରମିକ । ଏହି ଶ୍ରମିକ ୨ ଜଣ ବାହାର ରାଜ୍ୟର ବୋଲି ଜଣାପଡ଼ିଛି ।

ମୃତ୍ୟୁବରଣ କରିଥିବା ୨ ଶ୍ରମିକ ହେଉଛନ୍ତି ଉତ୍ତରପ୍ରଦେଶର ବଳରାମପୁର କୈଳାସ କୁମାର ଓ ମୁକେଶ ଯାଦବ । କୁଚିଣ୍ଡାରେ ଭଡା ରହି ଶ୍ରମିକ କାର୍ଯ୍ୟ କରୁଥିଲେ 2 ଶ୍ରମିକ। ଘଟଣା ଘଟିବାର କିଛି ସମୟ ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି 2 ମୃତଦେହକୁ ଉଦ୍ଧାର କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.