ETV Bharat / state

ପୁଣି ସମ୍ବଲପୁରରେ 6 ନୂଆ କୋରୋନା ମାମଲା

author img

By

Published : Jul 4, 2020, 10:50 PM IST

ପୁଣି ସମ୍ବଲପୁରରେ ଛଅ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ଛଅ ନୂଆ ଅକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଆଉ ଚାରିଜଣ କଣ୍ଟାକ୍ଟ ମାମଲା । ଅଧିକ ପଢନ୍ତୁ...

In Sambalpur, 6 new corona cases were identified
ପୁଣି ସମ୍ବଲପୁରରେ ଛଅ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ପୁଣି ସମ୍ବଲପୁରରେ ଛଅ ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ଛଅ ନୂଆ ଅକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ଆଉ ଚାରିଜଣ କଣ୍ଟାକ୍ଟ ମାମଲା । ଏହି ଚାରିଜଣ ବୁର୍ଲା ଭିସୁଟର ଅଟନ୍ତି । ଯାହା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।

ଶନିବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବା ସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ବୁର୍ଲା ଭିସୁଟର ଜଣେ ଅଧ୍ୟାପିକା କୋରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେରେ ଆସି ଏହି ଚାରିଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି । ଆଗକୁ ଆହୁରି ସ୍ଥାନୀୟ ମାମଲା ଆସିବାର ଆଶଙ୍କା ରହିଛି ।ଏଥିପାଇଁ କୋରାନା ନିୟମ ମାନି ଚଳିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.