ETV Bharat / state

କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ, କୋଠା ଉଦଘାଟନକୁ ହିତାଧିକାରୀଙ୍କୁ ବାଣ୍ଟିଲେ ଭତ୍ତା - state health minister naba kishore das

କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଆଶୁ ଚିକତ୍ସା ବିଭାଗର ନବନିର୍ମିତ କୋଠାର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।

health minister
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Dec 5, 2019, 8:22 PM IST

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଆଶୁ ଚିକତ୍ସା ବିଭାଗର ନୂଆ କୋଠା ଉଦଘାଟିତ । ଏହାକୁ ଗୁରୁବାର ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ଏହି ଅବସରରରେ ଆଗାମୀ ଦିନରେ ଡାକ୍ତର ପଦବୀ ପୂରଣ କରାଯିବ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସ୍ବାସ୍ଥ୍ୟମନ୍ତ୍ରୀ 5 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରିବା ସହ ଏନଏଫବିଏସ ଯୋଜନାରେ 2 ଜଣଙ୍କୁ ଚେକ ପ୍ରଦାନ କରିଥିଲେ। ଏହାସହ 5 ଜଣ ଭିନ୍ନକ୍ଷମଙ୍କୁ ହ୍ବିଲ ଚେୟାର ପ୍ରଦାନ କରିଥିଲେ ମନ୍ତ୍ରୀ।

କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କିଶୋର ନାଏକ, ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ନାଏକ, ଏସଡିପିଓ ରାଜକିଶୋର ମିଶ୍ର ସମେତ ଜିଲ୍ଲାଙ୍କ ସମେତ ଉପଖଣ୍ଡ ସ୍ତରୀୟ ପଦାଧିକାରୀ ଓ କର୍ମଚାରୀ ଓ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Intro:କୁଚିଣ୍ଡା ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।ଆଜି ସେ କୁଚିଣ୍ଡା ସ୍ଥିତ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ର ଆସୁ ଚିକତ୍ସା ବିଭାଗ ନବ ନିର୍ମିତ କୋଠା ର ଉଦଘାଟନ କରିଛନ୍ତି।Body:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ରେ ନୂତନ ଭାବେ ନିର୍ମିତ ଅଶୁ ଚିକିତ୍ସା ବିଭାଗର ନୂଆଁ କୋଠା କୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି। ଏହି ଅବସରରେ ରେ ଆଗାମୀ ଦିନରେ ଡାକ୍ତର ପଦବୀ ପୂରଣ କରାଯିବ ବୋଲି କହିଛନ୍ତି। ଆଜିର ର କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ 5 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରିବା ସହ ଏନ ଏଫ ବି ଏସ ଯୋଜନରେ 2 ଜଣଙ୍କୁ ଚେକ ପ୍ରଦାନ କରିଥିଲେ। ଏହା ସହ 5 ଜଣ ଭିନ୍ନକ୍ଷମ ଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।।Conclusion: ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ କିଶୋର ନାଏକ, ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ ନାଏକ, ଏସ ଡି ପି ଓ ରାଜକିଶୋର ମିଶ୍ର ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ପଦାଧିକାରୀ, କର୍ମଚାରୀ ଓ ଆଶାକର୍ମୀ ଉପସ୍ଥିତ ଥିଲେ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.