ETV Bharat / state

ଅଗଷ୍ଟ 14ରେ ଖୋଲିବ ହୀରାକୁଦ ଗେଟ୍‌

ଆସନ୍ତା 14ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ ଗେଟ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 10, 2019, 11:42 AM IST

ସମ୍ବଲପୁର: ଆସନ୍ତା 14 ତାରିଖରେ ଖୋଲିବ ସମ୍ବଲପୁର ହୀରାକୁଦ ଡ୍ୟାମ ଗେଟ୍‌ । ଦିନ ପ୍ରାୟ 11 ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ରହିଛି 610.95 କ୍ୟୁସେକ୍ ।

ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା ପରେ 7 ନମ୍ବର ସ୍ଲୁୁଇସ୍‌ ଗେଟ ଦ୍ବାରା ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର । ବନ୍ୟାଜଳ ନିଷ୍କାସନ ପୂର୍ବରୁ ହୀରାକୁଦ ଡ୍ୟାମ ତଳ ମୁଣ୍ଡରେ ଥିବା ମହାନଦୀ କୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଯୁଶ୍ମନ ରାଣା, ଇଟିଭି ଭାରତ

Intro:ଆସନ୍ତା 14 ତାରିଖରର ଖୋଲିବ ସମ୍ବଲପୁର ହୀରାକୁଦ ଡେମ ର ଗେଟ। 14 ତାରିଖ ଦିନ ପ୍ରାୟ 11 ଟା ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ।

Body:ପ୍ରଥମେ ପରମ୍ପରିକ ପୂଜାର୍ଚ୍ଚନା ପରେ 7 ନମ୍ବର ସ୍କୁଇସ ଗେଟ ଦ୍ୱାରା ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଡ୍ୟାମ କତ୍ତୃପକ୍ଷ କହିଛନ୍ତି।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ଥର।

Conclusion:ବନ୍ୟାଜଳ ନିଷ୍କାସନ ପୂର୍ବରୁ ହୀରାକୁଦ ଡେମ ତଳ ମୁଣ୍ଡରେ ଥିବା ମହାନଦୀ କୁଳର ସମସ୍ତ ଜିଲାର ଜିଲ୍ଲାପାଳଙ୍କୁ ସତର୍କ ସୁଚନା ଦିଆଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.