ETV Bharat / state

ହୀରାକୁଦରେ ଉଦଘାଟିତ ହେଲା OPTCL ଗ୍ରୀଡ - ହୀରାକୁଦରେ ଉଦଘାଟିତ ହେଲା OPTCL ଗ୍ରୀଡ

ହୀରାକୁଦଠାରେ ଉଦଘାଟିତ ହେଲା ଉଚ୍ଚ କ୍ଷମତା ସମ୍ପନ୍ନ ଓପିଟିସିଏଲ ଗ୍ରୀଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

high capacity OPTCL grid inaugurated at Hirakud
ହୀରାକୁଦରେ ଉଦଘାଟିତ ହେଲା OPTCL ଗ୍ରୀଡ
author img

By

Published : May 22, 2022, 7:09 AM IST

ସମ୍ବଲପୁର: ହୀରାକୁଦଠାରେ ଉଦଘାଟିତ ହେଲା ଉଚ୍ଚ କ୍ଷମତା ସମ୍ପନ୍ନ ଓପିଟିସିଏଲ ଗ୍ରୀଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । 450 କୋଟି ବ୍ୟୟ ଅଟକଳରେ ହୀରାକୁଦ ସମେତ ରାଜ୍ୟର 6ଟି ଜିଲ୍ଲାରେ ଗ୍ରୀଡ ଉଦଘାଟିତ ହୋଇଛି |

ହୀରାକୁଦରେ ଉଦଘାଟିତ ହେଲା OPTCL ଗ୍ରୀଡ

ସମ୍ବଲପୁର ଜିଲ୍ଲା ହୀରାକୁଦ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିଲେ । ଏଥିସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନି ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ବାତୁଲା ଗଙ୍ଗାଧର, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଓପିଟିସିଏଲ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ | ହୀରାକୁଦ ସମେତ ରାୟଗଡା,ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ଖୋର୍ଦ୍ଧାରେ ଅନ୍ୟ 6ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ଉଦଘାଟିତ କରାଯାଇଛି । ଓଡିଶାରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଏହା ନିର୍ମାଣ କରାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.