ETV Bharat / state

ସମ୍ବଲପୁର ଲକ୍ଷ୍ମୀ ଟକିଜ ନିକଟରେ ଅଗ୍ନିକାଣ୍ଡ - afternoon

ସମ୍ବଲପୁରରେ ବହୁ ଦିନରୁ ପରିତ୍ୟକ୍ତ ହୋଇପଡ଼ିଥିବା ଲକ୍ଷ୍ମୀ ଟକିଜର ପଛପଟେ ଥିବା ଷ୍ଟୋର ରୁମରେ ନିଆଁ ଲାଗିଯାଇଥିବା ଜଣାପଡିଛି   ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 19, 2019, 3:34 PM IST

ସମ୍ବଲପୁର: ସମ୍ବଲପୁରରେ ବହୁ ଦିନରୁ ପରିତ୍ୟକ୍ତ ହୋଇ ପଡ଼ିଥିବା ଲକ୍ଷ୍ମୀ ଟକିଜର ପଛପଟେ ଥିବା ଷ୍ଟୋର ରୁମରେ ନିଆଁ ଲାଗିଯାଇଥିବା ଜଣାପଡିଛି । ବୁଧବାର ଅପରାହ୍ନ 1.30 ସମୟରେ କୌଣସି କାରଣବଶତଃ ନିଆଁ ଲାଗିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସମ୍ବଲପୁରର ବହୁ ପୁରାତନ ତଥା ପରିତ୍ୟକ୍ତ ହୋଇ ପଡ଼ିଥିବା ଲକ୍ଷ୍ମୀ ଟକିଜର ପଛପଟେ ଥିବା ଷ୍ଟୋର ରୁମରେ ଅଚାନକ ନିଆଁ ଲାଗିଯାଇଥିଲା । ତେବେ ଷ୍ଟୋର ରୁମ୍ ପାଖରେ ବହୁ ଅଳିଆ ଆବର୍ଜନା ଓ ଶୁଖିଲା ପତ୍ର ପଡ଼ିଥିବାରୁ ନିଆଁ ଲାଗିବା ପରେ ତାହା ଚାରିଆଡକୁ ବ୍ୟାପିଯାଇଥିଲା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ସମ୍ବଲପୁର

ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର 2ଟି ଗାଡି ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡି ନଥିବାବେଳେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଜାତୀୟ ରାଜପଥ ଉପରୁ ମଦ ବୋଝେଇ ଟ୍ରକକୁ ହାଇଯାକ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ନିକଟରୁ ଖୋର୍ଦ୍ଧାରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ ମଦ ବୋଝେଇ ଟ୍ରକକୁ ଅପହରଣ କରାଯାଇଛି । Body:ପ୍ରକାଶଯେ ଗତକାଲି ବିଳମ୍ବିତ ରାତିରେ ଦଶପଲ୍ଲାର ପ୍ରଭାତ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କର ବିଅର ପାର୍ଲରକୁ ଖୋର୍ଦ୍ଧା ମଦ ଡିପୁରୁ ବିଅର ଟ୍ରକ ସାହାଯ୍ୟରେ ନେଇ ଯାଉଥିବା ସମୟରେ 57ନଂ ଜାତୀୟ ରାଜପଥର ପିଚୁକୁଳି ନିକଟରେ 6ରୁ ଉର୍ଦ୍ଧ୍ବ ଦୁର୍ବୁର୍ତ୍ତ ଏକ ବୋଲେରୋ ଏବଂ ମଟର ସାଇକେଲରେ ଆସି ଟ୍ରକ ଟିକୁ ଅଟକାଇବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରି ସେମାନଙ୍କ ଠାରୁ ମୋବାଇଲ , ନଗଦ ପ୍ରାୟ 13ହଜାର ଟଙ୍କା ନେବା ସହ ମଦ ବୋଝେଇ ଟ୍ରକ ଟିକୁ ଲୁଟି ନେଇଛନ୍ତି । Conclusion:ଏନେଇ ବେଗୁନିଆ ଥାନାରେ ଅଭିଯୋଗ ହେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.