ETV Bharat / state

ସମ୍ବଲପୁରରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ ଟିମ - ସମ୍ବଲପୁର

ଆସନ୍ତା 23ରେ ଜିଲ୍ଲାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଦଳୀୟ ପ୍ରଚାର ଭିତରେ ରାଜନୈତିକ ମାହୋଲ ପୁରାପୁରି ସରଗରମ ହେବାରେ ଲାଗିଛି। ଆଉ ଏହି ରାଜନୈତିକ ଉଷ୍ମତା ଭିତରେ ସାଧାରଣ ଜନତାର ମିଜାଜ ବୁଝିବା ପାଇଁ ଆମେ ପହଞ୍ଚିଥିଲୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଓଳ ବ୍ଲକର ଶିମିଳିପାଳ ଗାଁରେ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 14, 2019, 6:27 PM IST

ସମ୍ବଲପୁର: ଆସନ୍ତା 23ରେ ଜିଲ୍ଲାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଦଳୀୟ ପ୍ରଚାର ଭିତରେ ରାଜନୈତିକ ମାହୋଲ ପୁରାପୁରି ସରଗରମ ହେବାରେ ଲାଗିଛି। ଆଉ ଏହି ରାଜନୈତିକ ଉଷ୍ମତା ଭିତରେ ସାଧାରଣ ଜନତାର ମିଜାଜ ବୁଝିବା ପାଇଁ ଆମେ ପହଞ୍ଚିଥିଲୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଓଳ ବ୍ଲକର ଶିମିଳିପାଳ ଗାଁରେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏଠାରେ କିଛି ସାଧାରଣ ବର୍ଗର ଲୋକଙ୍କ ସହ ଆମେ ଆଲୋଚନା ବି କରିଥିଲୁ। ଆଉ ଯାହା ଜଣାପଡୁଥିଲା, ଏଥର ବି ଏହି ଅଞ୍ଚଳରେ କେତେକ ସ୍ଥାନରେ ଲୋକଙ୍କ ସାଧାରଣ ମୌଳିକ ସୁବିଧା ପହଞ୍ଚିପାରିନି। ଏ ନେଇ ନିର୍ବାଚନ ପୂର୍ବରୁ ଲୋକଙ୍କ ଭାଷା ଓ ଭାବନାରୁ ଅସନ୍ତୋଷ ପରିଲକ୍ଷିତ ହେଉଥିଲା।

ଆଉ ଏଥର ଏହି ନିର୍ବାଚନରେ 3 ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ହେବା ସହ ତ୍ରିମୁଖୀ ଲଢେ଼ଇ ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି। ମୁଖ୍ୟତଃ ପୂର୍ବତନ ବିଧାୟକ ରୋହିତ ପୂଜାରୀ ନିର୍ବାଚନୀ ମଇଦାନରେ ଥିବାବେଳେ ଶାସକ ଦଳର ବିଜୟ ପାଇଁ ରାଜନୈତିକ ପଥ ସହଜ ପରିଲକ୍ଷିତ ହେଉନାହିଁ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ଆଉ ଏଥର ଏହି ନିର୍ବାଚନରେ 3 ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ହେବା ସହ ତ୍ରିମୁଖୀ ଲଢେ଼ଇ ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି। ମୁଖ୍ୟତଃ ପୂର୍ବତନ ବିଧାୟକ ରୋହିତ ପୂଜାରୀ ନିର୍ବାଚନୀ ମଇଦାନରେ ଥିବା ବେଳେ ଶାସକ ଦଳର ବିଜୟ ପାଇଁ ରାଜନୈତିକ ପଥ ସହଜ ପରିଲକ୍ଷିତ ହେଉନାହିଁ। 

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.