ETV Bharat / state

କାଦୁଅରେ ଗୋଡ ଫସି ମାଈ ହାତୀର ମୃତ୍ୟୁ - ବନ ବିଭାଗ ପ୍ରାଥମିକ ତଦନ୍ତରୁ ଅନୁମାନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସାନ ଫିଲିଙ୍ଗୀ ବାହାଲ ଚମ୍ପାପଡା ଜଙ୍ଗଲରେ ଏହି ମାଇ ହାତୀର ମୃତଦେହ ଠାବ ହୋଇଛି ।

ମାଈ ହାତୀର ମୃତ୍ୟୁ
author img

By

Published : Nov 15, 2019, 5:20 AM IST

ସମ୍ବଲପୁର: କୁଚିଣ୍ଡା ବାମରା ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସାନ ଫିଲିଙ୍ଗୀ ବାହାଲ ଚମ୍ପାପଡା ଜଙ୍ଗଲରେ ଏହି ମାଇ ହାତୀର ମୃତଦେହ ଠାବ ହୋଇଛି ।

ମାଈ ହାତୀର ମୃତ୍ୟୁ

କିଛି ସ୍ଥାନୀୟଲୋକ ପ୍ରଥମେ ହାତୀର ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀ ମୃତ୍ୟୁର କାରଣ ଅଷ୍ପଷ୍ଟ ରହିଛି ।

ଧାନ ଫସଲ ଖାଇବାକୁ ଆସିଥିବା ବେଳେ କାଦୁଅରେ ଗୋଡ ଫସି ଯିବାରୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

ସମ୍ବଲପୁରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନଖଣ୍ଡ ଅଞ୍ଚଳ ର ସାନ ଫିଲିଙ୍ଗୀ ବାହାଲ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତ ଦେହ ଠାଵ ହୋଇଛି।Body:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ସାନ ଫିଲିଙ୍ଗୀ ବାହାଲ ଚମ୍ପାପଡା ଜଙ୍ଗଲରେ ମାଇ ହାତୀର ମୃତ ଦେହ ଠାବ ହୋଇଛି।କିଛି ସ୍ଥାନୀୟ ଲୋକ ପ୍ରଥମେ ମୃତ ଖବର ଜାଣିବା ପରେ ବନ ବିଭାଗ କୁ ସୁଚନା ଦେଇଥିଲେ। ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ହାତୀ ମୃତ୍ୟୁ କାରଣ ଅଷ୍ପଷ୍ଟ ରହିଛି।ଧାନ ଫସଲ ଖାଇବାକୁ ଆସିଥିବା ବେଳେ କାଦୁଅରେ ଗୋଡ ଫସିଯାଇଥିବାରୁ ହାତୀ ର ମୃତ୍ୟୁ ହୋଇଥିବା ବନ ବିଭାଗ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।ହାତୀ ର ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ।Conclusion:ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.