ETV Bharat / state

ପୁଣି ଓଲଟିଲା ଦିଲଖୁସ୍ ବସ: 10 ଆହତ

ସମ୍ବଲପୁରର ଯୁଜୁମରାରେ ଭୋର ସମୟରେ ଓଲଟିଲା 'ଦିଲଖୁସ୍‌' ବସ । ଫଳରେ 10 ଜଣ ଆହତ ହୋଇଛନ୍ତି । ଓଭରଟେକ ଯୋଗୁଁ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

author img

By

Published : Jul 27, 2019, 9:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି 'ଦିଲଖୁସ' ବସ୍ । ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିବା ନାଇଟ କୋଚ୍ ଦିଲଖୁସ ବସ ସମ୍ବଲପୁରର ଯୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ସ୍କୁଲ ନିକଟରେ ଭୋର ସମୟରେ ଓଲଟି ପଡିଛି । ଫଳରେ 10 ଜଣ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମସ୍ତଙ୍କୁ ସମ୍ବଲପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, ବସ୍‌ଟି ଝାରସୁଗୁଡା ଯାଉଥିବା ସମୟରେ ଓଭରଟେକ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ଭୋର ରେ ଓଲଟିଲା ନାଇଟ କୋଚ ବାସ। ଓଭରଟେକ କରୁଥିବା ସମୟରେ ଭୁବନେଶ୍ୱର ରୁ ଝାରସୁଗୁଡା ଯାଉଥିବା ଦିଲଖୁସ ବସ ଓଲଟିଯିବାରୁ 10 ଆହତ।Body:ସମ୍ବଲପୁର ଯୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଳି ସ୍କୁଲ ନିକଟରେ ନାଇଟ କୋଚ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ।ଏଥିରେ 10 ଜଣ ଆହତ ହୋଇଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇନାହିଁ। ଆଜି ବସ୍ତି ଭୁବନେଶ୍ୱର ରୁ ଝାରସୁଗୁଡା ଯାଉଥିବା ବେଳେ ଗୋଟିଏ ଗାଡିକୁ ଓଭରଟେକ କରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା।ବସ ଟି ଦିଲଖୁସ ବସ ବୋଲି ଜଣାପଡିଛି।ଆହତ ମାନଙ୍କୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।ଜଣେ ଗୁରୁତର ଆହତ ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।Conclusion:ଜଣେ ଗୁରୁତର ଆହତ ଯାତ୍ରୀଙ୍କୁ ବୁର୍ଲା ରେ ଚିକିତ୍ସା କରାଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.