ETV Bharat / state

କମେଡିଆନ ଯୋଗେଶ ଜୋଜୋଙ୍କୁ କୋର୍ଟର ସମନ - ସମ୍ବଲପୁର

କମେଡିଆନ ଯୋଗେଶ ଜୋଜୋଙ୍କୁ କୋର୍ଟର ସମନ। ଚୁକ୍ତିନାମା ଖିଲାପ କରିଥିବା ଅଭିଯୋଗରେ କୋର୍ଟ ଜାରିକଲା ସମନ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର
author img

By

Published : Aug 29, 2019, 7:53 PM IST

ସମ୍ବଲପୁର: କମେଡିଆନ ଯୋଗେଶ ଜୋଜୋଙ୍କୁ କୋର୍ଟର ସମନ । ପାଣିନୀ ପ୍ରଜ୍ଞା ପ୍ରଡକ୍ସନ ସହ ଚୁକ୍ତିନାମା ଖିଲାପ କରିଥିବା ଅଭିଯୋଗରେ କୋର୍ଟ ଯୋଗେଶ ଜୋଜୋଙ୍କୁ ସମନ ଜାରି କରିଛନ୍ତି । ଏନେଇ ଅଭିଯୋଗକାରୀ ସମ୍ବଲପୁରୀ କଳାକାର ଓ ନିର୍ଦ୍ଦେଶକ ପାଣିନୀ ପ୍ରଜ୍ଞା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

ସୂଚନା ଅନୁସାରେ, ସମ୍ବଲପୁରୀ ନିର୍ଦ୍ଦେଶକ ପାଣିନୀ ପ୍ରଜ୍ଞା ପ୍ରଡକ୍ସନ ହାଉସରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଯୋଗେଶ ଚୁକ୍ତିନାମା ଖିଲାପ କରି ଅନ୍ୟତ୍ର କାମ କରୁଥିଲେ । ତେଣୁ ଏନେଇ ଅଭିଯୋଗ ଆଣିଛନ୍ତି ପାଣିନୀ ।

କୋର୍ଟରେ ସେ ଏନେଇ ଅଭିଯୋଗ କରିବା ପରେ କୋର୍ଟ ଏପରି ସମନ ଜାରି କରିଥିବାର ପାଣିନୀ ସୂଚନା ଦେଇଛନ୍ତି। ଯୋଗେଶ ଚୁକ୍ତିନାମା ଖିଲାପି କରିବା ଦ୍ବାରା ତାଙ୍କର ଅନେକ କ୍ଷତି ହୋଇଥିବା କହିଛନ୍ତି ପାଣିନୀ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

Intro:ସମ୍ବଲପୁରୀ କମିଡି କଳାକାର ଯୋଗେଶ ଜୋଜୋ ଙ୍କୁ କୋର୍ଟ ର ସମନ। ପାଣିନୀ ପ୍ରାଜ୍ଞ ପ୍ରଡକ୍ସନ ସହ ଚୁକ୍ତିନାମା ଖିଲାପି କରିଥିବା ଅଭିଯୋଗ ରେ କୋର୍ଟ ଯୋଗେଶ ଜୋ ଜୋ ଙ୍କୁ ସମନ କରିଛନ୍ତି।ଏନେଇ ଅଭିଯୋଗକାରୀ ସମ୍ବଲପୁରୀ କଳାକାର ଓ ନିର୍ଦେଶକ ପାଣିନୀ ପ୍ରାଜ୍ଞ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।Body:ବର୍ତ୍ତମାନ ଚର୍ଚ୍ଚା ରେ ଥିବା ପ୍ରସିଦ୍ଧ ସମ୍ଵଲପୁରୀ କମିଡି କଳାକାର ଯୋଗେଶ ଜୋଜୋ ଙ୍କୁ ସମ୍ବଲପୁର କୋର୍ଟ ର ସମନ। ସମ୍ବଲପୁରୀ ନିର୍ଦେଶକ ପାଣିନୀ ପ୍ରାଜ୍ଞ ନ୍କ ପ୍ରଡକ୍ସନ ହାଉସରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଯୋଗେଶ ଚୁକ୍ତିନାମା ଖିଲାପି କରି ଅନ୍ୟତ୍ର କାମ କରୁଥିବା ର ଅଭିଯୋଗ ଆଣିଛନ୍ତି ପାଣିନୀ।କୋର୍ଟରେ ରେ ସେ ଏନେଇ ଅଭିଯୋଗ କରିବା ପରେ କୋର୍ଟ ଏପରି ସମନ ଜାରି କରିଥିବାର ପାଣିନୀ ସୂଚନା ଦେଇଛନ୍ତି।Conclusion:ଯୋଗେସ ଜୋଜୋ ଚୁକ୍ତିନାମା ଖିଲାପି କରିବା ଦ୍ୱାରା ତାଙ୍କର ବହୁତ କ୍ଷତି ହୋଇଥିବା କହିଛନ୍ତି ପାଣିନୀ।

ବାଇଟ-1-ପାଣିନୀ ପ୍ରାଜ୍ଞ, ସମ୍ବଲପୁରୀ ନିର୍ଦେଶକ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.