ETV Bharat / state

ଉପାନ୍ତରେ କୋରୋନା ଟେଷ୍ଟ କରୁଛି ସୋଲାର ପାୱାର କୋଭିଡ ଟେଷ୍ଟିଂ ଗାଡି

author img

By

Published : May 30, 2021, 9:02 AM IST

Updated : May 30, 2021, 9:11 AM IST

ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ କୋଭିଡ ପରୀକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ସୋଲାର ପାୱାର କୋଭିଡ ଟେଷ୍ଟିଂ ଗାଡି ସାହଯ୍ୟରେ ପ୍ରତ୍ୟେକ ଦିନ ଗାଁକୁ ଗାଁ ଯାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହାୟତାରେ କୋଭିଡ ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

ଉପାନ୍ତ ଅଞ୍ଚଳରେ ସୋଲାର ପାୱାର କୋଭିଡ ଟେଷ୍ଟିଂ ଭେଇକିଲ ସାହଯ୍ୟରେ କୋରୋନା ଟେଷ୍ଟ

ସମ୍ବଲପୁର: ଜିଲ୍ଲାରେ ବର୍ତ୍ତମାନ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ କୋଭିଡ ପରୀକ୍ଷଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନିର୍ଦ୍ଦେଶ କ୍ରମେ ସେଲକୋ ଫାଉଣ୍ଡେସନ ପକ୍ଷରୁ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳର ଗାଁ ଗୁଡିକରେ କୋଭିଡ ପରୀକ୍ଷଣ କରାଯାଉଛି।

ଉପାନ୍ତରେ କୋରୋନା ଟେଷ୍ଟ କରୁଛି ସୋଲାର ପାୱାର କୋଭିଡ ଟେଷ୍ଟିଂ ଗାଡି

ସୋଲାର ପାୱାର କୋଭିଡ ଟେଷ୍ଟିଂ ଗାଡି ସାହଯ୍ୟରେ ପ୍ରତ୍ୟେକ ଦିନ ଗାଁ କୁ ଗାଁ ଯାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସହାୟତାରେ କୋଭିଡ ପରୀକ୍ଷା କରାଯାଇଛି । ତେବେ କେତେକ ଗାଁରେ ସଚେତନତାର ଅଭାଵ ତଥା ମନରେ ଥିବା ଭୟ ଯୋଗୁଁ କୋଭିଡ ପରୀକ୍ଷା କାରିବାକୁ ଲୋକେ ଅସୁନଥିବା ଦେଖିବାକୁ ମିଳିଛି । ଏହି ଭଳି ସ୍ଥିତିକୁ ଦେଖି ବର୍ତ୍ତମାନ ଗ୍ରାମଞ୍ଚଳରେ କୋଭିଡ ପରୀକ୍ଷଣ ନେଇ ଲୋକଙ୍କ ମନ ଭିତରେ ଥିବା ଡର ଦୂର କରିବାକୁ ସଚେତନତା ମଧ୍ୟ କରାଯାଉଛି।

ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

Last Updated : May 30, 2021, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.