ETV Bharat / state

ଲକ ଡାଉନ ପାଇଁ ଜୀବିକା ହରାଇଛନ୍ତି କୁଲି

author img

By

Published : Apr 1, 2020, 3:48 PM IST

ଲକ ଡାଉନ ପାଇଁ ଜୀବିକା ହରାଇଛନ୍ତି କୁଲି । ଷ୍ଟେସନକୁ ଆସୁ ନାହାଁନ୍ତି ଯାତ୍ରୀ । କୁଲିଙ୍କୁ ମିଳୁନି ମଜୁରୀ । ଅଧିକ ପଢନ୍ତୁ....

Coolie lost her livelihood for Lock Down
ଲକ ଡାଉନ ପାଇଁ ଜୀବିକା ହରାଇଛନ୍ତି କୁଲି

ସମ୍ବଲପୁର: କୋରୋନା ପାଇଁ ସାରା ଦେଶରେ ଜାରି ହୋଇଛି ଲକ ଡାଉନ । ଲକ ଡାଉନ ଯୋଗୁଁ ଲୋକାଙ୍କ ଜୀବିକା ଉପରେ ପ୍ରଭାବ ପଡିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ସହାୟତା ରାଶି ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଉଥିବାର କୁହାଯାଉଛି । ତେବେ ଏଥିରୁ ବଞ୍ଚିତ ହୋଇଛନ୍ତି ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନର କୁଲି ।

ଲକ ଡାଉନ ପାଇଁ ଜୀବିକା ହରାଇଛନ୍ତି କୁଲି

ଗତ 8 ଦିନ ହେଲା ସମସ୍ତ ଟ୍ରେନ ବାତିଲ ହୋଇ ଯିବାରୁ ଖାଲି ପଡ଼ିଛି ଷ୍ଟେସନ । ଫଳରେ ଯାତ୍ରୀ ଆସୁ ନଥିବାରୁ ଏମାନଙ୍କ ଜୀବିକା ଏବେ ବନ୍ଦ ହୋଇ ଯାଇଛି । ଏନେଇ କୁଲିମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.