ETV Bharat / state

ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ: ହାତ ଛାଡି ଶଙ୍ଖ ଫୁଙ୍କିଲେ ଜିଲ୍ଲା ପରିଷଦ ପ୍ରାର୍ଥିନୀ - ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଦଳବଦଳ

ପାଖେଇ ଆସୁଛି ତିସ୍ତରୀୟ ପଞ୍ଚାୟତ ନିର୍ବାଚନ । ସମ୍ବଲପୁର ମାନେଶ୍ୱର ଜୋନ ୨ ଜିଲ୍ଲା ପରିଷଦ ସିଟର କଂଗ୍ରେସ ପ୍ରାର୍ଥିନୀ ସୁଜାତା ବାଦୀ ଗତକାଲି(ଶନିବାର) ବିଜେଡିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Panchayat Election : ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଦଳବଦଳ

author img

By

Published : Feb 13, 2022, 9:26 AM IST

ସମ୍ବଲପୁର: ପାଖେଇ ଆସୁଛି ତିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନକୁ ନେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟ ହାତେଇବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ଏପଟେ ସମ୍ବଲପୁରରେ ଦଳବଦଳକୁ ନେଇ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ସମ୍ବଲପୁର ମାନେଶ୍ୱର ଜୋନ ୨ ଜିଲ୍ଲା ପରିଷଦ ସିଟର କଂଗ୍ରେସ ପ୍ରାର୍ଥିନୀ ସୁଜାତା ବାଦୀ ଗତକାଲି(ଶନିବାର) ବିଜେଡିରେ ଯୋଗ ଦେଇଛନ୍ତି ।

Panchayat Election : ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଦଳବଦଳ

ରାତ୍ରୀ ପ୍ରାୟ ୯ଟା ସମୟରେ ରେଢ଼ାଖୋଲ ବିଧାୟକଙ୍କ ଅଫିସରେ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟତଃ କଂଗ୍ରେସ ଦଳ ପକ୍ଷରୁ ଅବହେଳା,ନିର୍ବାଚନ ଲଢ଼ିବା ପାଇଁ ଦଳ ପକ୍ଷରୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ନମିଳିବା ଯୋଗୁଁ ସେ ବିଜେଡିର ହାତ ଧରିଥିବା କହିଛନ୍ତି। ଶନିବାର ସମ୍ବଲପୁର ସାକ୍ଷୀପଡା ଠାରେ ଥିବା ରେଢ଼ାଖୋଲ ବିଧାୟକ ଇଂଜିନିୟର ରୋହିତ ପୂଜାରୀଙ୍କ ଅଫିସରେ ସେ ନିଜ ସ୍ୱାମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ନିର୍ବାଚନକୁ ଆଉ କେଇଟା ଦିନ ବାକିଥିବାବେଳେ ପ୍ରାର୍ଥୀଙ୍କ ଦଳବଦଳ ଏବେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବଲପୁରରୁ ବାହଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.