ETV Bharat / state

ଭୀମସାର ମେଡ଼ିକାଲରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ - Bhimsar Medical College

ବୁର୍ଲା ଭୀମସାର ସମେତ ରାଜ୍ଯର ୭ଟି ସ୍ଥାନରେ ଶିଳାନ୍ଯାସ ହେଲା ପିଏସଏ ଅକ୍ସିଜେନ ପ୍ଲାଣ୍ଟ । ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୨ରେ ଏହାକୁ ଭର୍ଚୁଆଲ ମାଧ୍ଯମରେ ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଭୀମସାର ମେଡ଼ିକାଲରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 10, 2021, 9:29 AM IST

ସମ୍ବଲପୁର: ବୁର୍ଲା ଭୀମସାର ସମେତ ରାଜ୍ଯର ୭ଟି ସ୍ଥାନରେ ଶିଳାନ୍ଯାସ ହେଲା ପିଏସଏ ଅକ୍ସିଜେନ ପ୍ଲାଣ୍ଟ । ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୨ରେ ଏହାକୁ ଭର୍ଚୁଆଲ ମାଧ୍ଯମରେ ଶିଳାନ୍ଯାସ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶିଳାନ୍ଯାସ ହୋଇଥିବା ଏହି ପ୍ରକଳ୍ପରେ ୧୩ KL( କିଲୋଲିଟର)ର ଦୁଇଟି ୟୁନିଟ ରହିବ । ଏହା ସହ ୬୦୦ LPM ର ବଣ୍ଟନ ଓ ଉତ୍ପାଦନ ପାଇଁ ପିଏସଏ ପ୍ଲାଣ୍ଟର ମଧ୍ଯ ଶିଳାନ୍ଯାସ ହୋଇଛି ।

ଭୀମସାର ମେଡ଼ିକାଲରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଏହି ଭର୍ଚୁଆଲ ବୈଠକରେ ୫ଟି ସଚିବ ଭିକେ ପାଣ୍ଡିଆନ୍, ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ତଥା ସିଡିଏମଓ ଉପସ୍ଥିତ ଥିଲେ । ଗତକାଲି ଭୀମସାରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି, ଭୀମସାର ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.