ETV Bharat / state

କୃଷକ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତା ଅବରୋଧ - ରାସ୍ତା ଅବରୋଧ

ସମ୍ବଲପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ ରାସ୍ତା ଅବରୋଧ । ବିଭିନ୍ନ କୃଷି ସମସ୍ୟା ନେଇ ଆଜି ସମ୍ବଲପୁରର ଅଇଁଠା ପାଲି ଛକ ଠାରେ ମୁମ୍ବାଇ କୋଲକାତା ରାଜରାସ୍ତା 2 ଘଣ୍ଟା ପାଇଁ ଅବରୋଧ କରାଯାଇଛି । ଅଧିକ ପଢନ୍ତୁ...

କୃଷକ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତା ଅବରୋଧ

author img

By

Published : Jul 1, 2021, 12:27 PM IST

Updated : Jul 1, 2021, 12:37 PM IST

ସମ୍ବଲପୁର: ଅଇଁଠା ପାଲି ଛକରେ ବିଜେପିର ରାଜ ରାସ୍ତା ଅବରୋଧ । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ହୋଇଛି । ମୁଖ୍ୟତଃ ଟୋକନ ଅବ୍ୟବସ୍ଥା, ଟୋକନ ଅବଧି ବୃଦ୍ଧି, ମଣ୍ଡି ଅବ୍ୟବସ୍ଥା, ମିଲରଙ୍କ ମନମାନୀ ନେଇ ଏହି ଆନ୍ଦୋଳନ ହୋଇଛି । ଆଜି ବିଜେପି କାର୍ଯ୍ୟକର୍ତ୍ତା ମାନେ ରାସ୍ତା ଉପରେ ବ୍ୟାନର ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ।

କୃଷକ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତା ଅବରୋଧ

ଆଜିର ଏହି ଆନ୍ଦୋଳନରେ ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ରେଙ୍ଗାଲି ବିଧାୟକ ନାଉରି ନାଏକ, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାୟକ, ଚାଷୀ ନେତା ଚନ୍ଦ୍ର ପଣ୍ଡା ସାମିଲ ହୋଇଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 1, 2021, 12:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.