ETV Bharat / state

UGC ପାଠ୍ୟକ୍ରମରେ ସ୍ଥାନ ପାଇବ ଭୀମ ଭୋଇଙ୍କ ଜୀବନୀ - ଭୀମ ଭୋଇ

UGC ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

UGC କୋର୍ସରେ ସ୍ଥାନ ପାଇବ ସନ୍ଥ କବିଙ୍କ ଜୀବନୀ

author img

By

Published : Oct 2, 2021, 9:42 AM IST

Updated : Oct 2, 2021, 10:15 AM IST

ସମ୍ବଲପୁର: UGC ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ । ସମାଜର ତଳ ସ୍ଥରରୁ ଆସିଥିବା ଏହି ମୌଳିକ ବିଚାରକଙ୍କ ଜୀବନୀ ଓ ଆଦର୍ଶର ଯେଉଁ ଭଳି ପ୍ରଚାର ପ୍ରସାର ହେବା କଥା ତାହା ହୋଇ ପାରିନି । ତେଣୁ ଆଗକୁ ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ ଯେପରି ପାଠ୍ୟକ୍ରମରେ ସ୍ଥାନ ପାଇବ ସେଥିପାଇଁ ୟୁଜିସିକୁ ଦାୟିତ୍ବ ଦିଆଯାଇଛି । ଆଜି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

UGC କୋର୍ସରେ ସ୍ଥାନ ପାଇବ ସନ୍ଥ କବିଙ୍କ ଜୀବନୀ

ଆଜି ଧର୍ମେନ୍ଦ୍ର ସମ୍ବଲପୁର ରେଢାଖୋଲ ଗସ୍ତରେ ଆସିଛନ୍ତି । ସକାଳ 7ଟାରେ କେନ୍ଦ୍ରମନ୍ତ୍ରୀ ରେଢାଖୋଲ ସହରସ୍ଥିତ ଭୀମଭୋଇ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲେ । ଏହି ଅବସରରେ UGC କୋର୍ସରେ ଭୀମ ଭୋଇଙ୍କ ଜୀବନୀ ସ୍ଥାନିତ ହେବା ନେଇ ସେ ସୂଚନା ଦେଇଛନ୍ତି । ଏହାପରେ ସେ ରେଢାଖୋଲରୁ ବାମୁର ଅଭିମୁଖେ ଯାତ୍ରା କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Oct 2, 2021, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.