ETV Bharat / state

ହୀରାକୁଦ ଡ୍ୟାମର ଆଉ ଏକ ଗେଟ ବନ୍ଦ, 2ଟି ଗେଟରେ ହେଉଛି ନିଷ୍କାସନ - Another gate of the Hirakud Dam is closed

ହୀରାକୁଦ ଡ୍ୟାମର ଆହୁରି ଗୋଟେ ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ମାତ୍ର 2 ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହୀରାକୁଦ ଡ୍ୟାମର ଆଉ ଏକ ଗେଟ ବନ୍ଦ, ଏବେ ମାତ୍ର 2 ଗେଟ ଖୋଲା

author img

By

Published : Sep 6, 2020, 3:30 PM IST

ସମ୍ବଲପୁର: ରବିବାର ହୀରାକୁଦ ଡ୍ୟାମର ଆହୁରି ଗୋଟେ ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ମାତ୍ର 2 ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ଥର 625.29 ଫୁଟ ରହିଛି ।

ହୀରାକୁଦ ଡ୍ୟାମର ଆଉ ଏକ ଗେଟ ବନ୍ଦ, ଏବେ ମାତ୍ର 2 ଗେଟ ଖୋଲା

ଏବେ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 89,286 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 2 ଟି ଗେଟ ଜରିଆରେ 51,161 କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆଗକୁ ଆହୁରି ଗେଟବନ୍ଦ ହେବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁୁୁୁୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.