ETV Bharat / state

ଗ୍ରାହକଙ୍କ ଜମା ଟଙ୍କା ଚଳୁ କରିଦେଲେ ପୋଷ୍ଟମାଷ୍ଟର - sambalpur

ଗ୍ରାହକଙ୍କ ଜମା ଟଙ୍କା ଖାଇଗଲେ ନିଜେ ପୋଷ୍ଟମାଷ୍ଟର । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲାର ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ଧଳଙ୍କ ନାଁରେ । ଅଧିକ ଖବର ଜାଣିବାକୁ ପଢନ୍ତୁ...

ଗ୍ରାହକଙ୍କ ଜମା ଟଙ୍କା ଚଳୁ କରିଦେଲେ ପୋଷ୍ଟମାଷ୍ଟର

author img

By

Published : Dec 14, 2019, 1:00 PM IST

ସମ୍ବଲପୁର: ଗ୍ରାହକଙ୍କ ଜମା ଟଙ୍କା ଖାଇଗଲେ ନିଜେ ପୋଷ୍ଟମାଷ୍ଟର । ଏମିତି ଅଭିଯୋଗ ଆସିଛି ଜିଲ୍ଲାର ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ଧଳଙ୍କ ନାଁରେ । ଏନେଇ କିଛି ସ୍ଥାନୀୟ ବାସିନ୍ଦା ସମ୍ବଲପୁର ଡାକଘର ଅଧୀକ୍ଷକଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।

ଜିଲ୍ଲାର ଦନ୍ତାରିବାହାଲ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଜମାଖାତା ଖୋଲି ଜମା କରୁଥିବା ଟଙ୍କାକୁ ନିଜେ ପୋଷ୍ଟମାଷ୍ଟର ଆତ୍ମସାତ କରୁଥିବା ଅଭିଯୋଗ କାରିଛନ୍ତି ସ୍ଥାନୀୟ ଲୋକେ । ଏମିତି ପାଖାପାଖି 100 ଜଣ ଜମାକାରୀଙ୍କ ଲକ୍ଷ ଲକ୍ଷ ଜମା ଟଙ୍କା ପୋଷ୍ଟ ମାଷ୍ଟର ଗୌତମ ଧଳ ଆତ୍ମସାତ କରିବା ସହ ଜମାକାରୀଙ୍କୁ ଜମାଖାତା ଦେଉନଥିବା ଅଭିଯୋଗ ହୋଇଛି।

ଗ୍ରାହକଙ୍କ ଜମା ଟଙ୍କା ଚଳୁ କରିଦେଲେ ପୋଷ୍ଟମାଷ୍ଟର

ଜମାକାରୀଙ୍କୁ କେବଳ ରସିଦ ଦିଆଯାଉଛି ତେବେ ଜମାଖାତା ମାଗିଲେ ପୋଷ୍ଟମାଷ୍ଟର ହତ୍ୟା ଧମକ ଦେଉଥିବା ଗାଁ ଲୋକେ କହିଛନ୍ତି । ଏହି ଅନିୟମିତତା ନେଇ ପୂର୍ବରୁ ସ୍ଥାନୀୟ ଇନସ୍ପେକ୍ଟର ଓ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କରାଯାଇଛି । ସମ୍ପୃକ୍ତ ପୋଷ୍ଟମାଷ୍ଟର ଗୌତମ ଧଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଲୋକେ କହିଛନ୍ତି ।

ଅନ୍ୟପଟେ ଏହି ଲିଖିତ ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଷ୍ଟାଲ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ଘଟଣା ର ତଦନ୍ତ ହେବ, ଅନିୟମିତତା ପ୍ରମାଣିତ ହେଲେ ଉପଯୁକ୍ତ ପଦକ୍ଷେପ ନିଆଯିବ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଗ୍ରାହକଙ୍କ ଜମା ଟଙ୍କା ଖାଇଗଲେ ନିଜେ ପୋଷ୍ଟମାଷ୍ଟର। ଏମିତି ଅଭିଯୋଗ ଆସିଛି ଦେବଗଡ଼ ଜିଲା ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ଧଳ ଙ୍କ ନାଁରେ।ଏନେଇ କିଛି ସ୍ଥାନୀୟ ବାସିନ୍ଦା ସମ୍ବଲପୁର ଡାକଘର ଅଧୀକ୍ଷକ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି।

Body:ଦେବଗଡ଼ ଜିଲ୍ଲା ଦନ୍ତାରି ବାହାଲ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଜମା ଖାତା ଖୋଲି ଜମା କରୁଥିବା ଟଙ୍କା କୁ ନିଜେ ପୋଷ୍ଟମାଷ୍ଟର ଆତ୍ମସାତ କରୁଥିବା ଅଭିଯୋଗ କାରିଛନ୍ତି ସ୍ଥନୀୟ ଲୋକେ।ଏମିତି ପାଖା ପାଖି 100 ଜଣ ଜମାକାରୀ ଙ୍କ ଲକ୍ଷ ଲକ୍ଷ ଜମା ଟଙ୍କା ପୋଷ୍ଟ ମାଷ୍ଟର ଗୌତମ ଧଳ ଆତ୍ମସାତ କରିବା ସହ ଜମା କାରୀଙ୍କୁ ଜମା ଖାତା ଦେଉନଥିବା ଅଭିଯୋଗ ହୋଇଛି। ଜମାକାରୀ ଙ୍କୁ କେବଳ ରସିଦ ଦେଇ ଦିଆଯାଉଛି ତେବେ ଜମା ଖାତା ମାଗିଲେ ପୋଷ୍ଟମାଷ୍ଟର ହତ୍ୟା ଧମକ ଦେଉଥିବା ଗାଁ ଲୋକେ କହିଛନ୍ତି। ଏହି ଅନିୟମିତତା ନେଇ ପୁର୍ବରୁ ସ୍ଥାନୀୟ ଇନିସ୍ପେକ୍ଟର ଓ ଜିଲ୍ଳାପାଳ ଙ୍କ ଠାରେ ଅଭିଯୋଗ କରାଯାଇଛି।ତେବେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ଗୌତମ ଧଳ ଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ଲିକେ କହିଛନ୍ତି।

Conclusion:ଅନୁପଟେ ଏହି ଲିଖିତ ଅଭିଯୋଗ ପାଇବା ପରେ ସମ୍ବଲପୁର ପୋଷ୍ଟାଲ ଆସିଷ୍ଟାଟ ସୁପରିନଟେଣ୍ଡଡେଣ୍ଟ କହିଛନ୍ତି ଯେ ଘଟଣା ର ତଦନ୍ତ ହେବ ,ଅନିୟମିତତା ପ୍ରମାଣିତ ହେଲେ ଉପଯୁକ୍ତ ପଦକ୍ଷେପ ନିଆଯିବ।

ବାଇଟ-1-ଦ୍ଵାରିକା ସିଂ ମହାରଣା,ଅଭିଯୋଗକାରୀ, ବ୍ଲୁ ସାର୍ଟ।
ବାଇଟ-2-ଭାରତ ଚନ୍ଦ୍ର ବେହେରା,ଟି ସାର୍ଟ ରେ ଅଛନ୍ତି।
ବାଇଟ-3-ତାପସ କୁମାର ପେରାଇ, Assistant Superintendent, Postal.ପ୍ଲେନ ରେଡ଼ ସାର୍ଟ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.