ETV Bharat / state

ଆଜି ସମ୍ୱଲପୁରରେ ନୂଆ 81 ପଜିଟିଭ ଚିହ୍ନଟ, 4 ମୃତ - 81 positive and 4 death case reported in sambalpur today

ଆଜି ସମ୍ବଲପୁର ଜିଲ୍ଲାରେ 81 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସମ୍ବଲପୁର ଜିଲ୍ଲାରେ କୋରୋନାରେ 4 ଜଣ ପ୍ରାଣ ହରେଇଥିବା ଆଜି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ 7 ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ପୁଷ୍ଟି କରଯାଇଛି ।

ଆଜି ସମ୍ୱଲପୁରରେ ନୂଆ 81 ପଜିଟିଭ ଚିହ୍ନଟ, 4 ମୃତ

author img

By

Published : Aug 15, 2020, 5:32 PM IST

ସମ୍ୱଲପୁର: ଆଜି ସମ୍ବଲପୁର ଜିଲ୍ଲାରେ 81 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସମ୍ବଲପୁର ଜିଲ୍ଲାରେ କୋରୋନାରେ 4 ଜଣ ପ୍ରାଣ ହରେଇଥିବା ଆଜି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ 7 ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ପୁଷ୍ଟି କରଯାଇଛି ।

ଆଜି ସମ୍ୱଲପୁରରେ ନୂଆ 81 ପଜିଟିଭ ଚିହ୍ନଟ, 4 ମୃତ
ଆଜି ସମ୍ୱଲପୁରରେ ନୂଆ 81 ପଜିଟିଭ ଚିହ୍ନଟ, 4 ମୃତ

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 24ଟି ସ୍ଥାନୀୟ ସଂକ୍ରମିତ ଥିବାବେଳେ 57 ଜଣ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ସମ୍ବଲପୁର ମହାନଗର, ରେଙ୍ଗାଲୀ, ମାନେଶ୍ୱର, ଯୁଜୁମୁରା, କୁଚିଣ୍ଡା, ଜମେନକିରା ଓ ନାକଟିଦେଉଳ ଅଞ୍ଚଳର ଅଟନ୍ତି ।

ତେବେ ସମ୍ବଲପୁର ସହରର କେବଳ ଚାରଭାଟି ଅଞ୍ଚଳରେ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା 1409 ଜଣ ହୋଇଥିବାବେଳେ 812 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ 590 ଟି ଆକ୍ଟିଭ ମାମଲା ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.