ETV Bharat / state

ଭିସୁଟର 61 ଅଧ୍ୟାପକଙ୍କ 3ଦିନର ଦରମା ବନ୍ଦ - ସମ୍ବଲପୁର

ବୁର୍ଲା ଭିସୁଟ୍‌ ଇଞ୍ଜିନିୟରିଂ ବିଶ୍ବ ବିଦ୍ୟାଳୟର 61 ଜଣ ଅଧ୍ୟାପକଙ୍କ 3 ଦିନର ଦରମା ବନ୍ଦ କରାଯାଇଛି। କୁଳପତି ଅଟଳ ଚୌଧୁରୀଙ୍କୁ ପଦବୀରୁ ହଟାଇବା ପାଇଁ ଗତ ମାସରେ ଏହି ଅଧ୍ୟାପକ ମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦତା, ସମ୍ବଲପୁର
author img

By

Published : Aug 29, 2019, 9:05 AM IST

ସମ୍ବଲପୁର: ବିଗତ କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସୁଥିବା ବୁର୍ଲା ଭିସୁଟ୍‌ ଏବେ ପୁଣି ଚର୍ଚ୍ଚାରେ । ବୁର୍ଲା ଭିସୁଟ୍‌ ଇଞ୍ଜିନିୟରିଂ ବିଶ୍ବ ବିଦ୍ୟାଳୟର 61 ଜଣ ଅଧ୍ୟାପକଙ୍କ 3 ଦିନର ଦରମା ବନ୍ଦ କରାଯାଇଛି। କୁଳପତି ଅଟଳ ଚୌଧୁରୀଙ୍କୁ ପଦବୀରୁ ହଟାଇବା ପାଇଁ ଗତ ମାସରେ ଏହି ଅଧ୍ୟାପକ ମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଥିଲେ । ତେଣୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦତା, ସମ୍ବଲପୁର

ସୂଚନାମୁତାବକ, କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଥିବାରୁ 61 ଜଣ ଅଧ୍ୟାପକଙ୍କ 3 ଦିନ (25-07-19 ରୁ 27-07-19 )ର ଦରମା ବନ୍ଦ କରାଯାଇଛି।

ଗତ କିଛି ଦିନ ହେଲା ରାଗିଂ ପାଇଁ ଭିସୁଟ ଚର୍ଚ୍ଚାରେ ଥିବା ବେଳେ ଏବେ ଅଧ୍ୟାପକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚର୍ଚ୍ଚାରେ ଅଛି।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭିସୁଟ ଇଂଜିନିୟରିଂ ବିଶ୍ୱ ବିଦ୍ୟାଳୟ ର 61 ଜଣ ଅଧ୍ୟପକଙ୍କ 3 ଦିନର ଦରମା ବନ୍ଦ କରାଯାଇଛି।କୁଳପତି ଅଟଳ ଚୌଧୁରୀ ଙ୍କୁ ପଦବୀରୁ ହଟାଇବା ପାଇଁ ଗତ ମାସରେ ଏହି ଅଧ୍ୟପକ ମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛିBody:ବିଗତ କିଛି ଦିନ ହେଲା ଚର୍ଚ୍ଚାରେ ରହି ଆସୁଥିବା ବୁର୍ଲା ଭିସୁଟ ଏବେ ପୁଣି ଚର୍ଚ୍ଚା ରେ । କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଥିବାରୁ ଗତ 25-07-19 ରୁ 27-07-19 ପର୍ଯ୍ୟନ୍ତ 61 ଜଣ ଅଧ୍ୟପକ ଙ୍କ ଦରମା ବନ୍ଦ କରାଯାଇଛି।Conclusion:ଗତ କିଛି ଦିନ ହେଲା ରେଗିଙ୍ଗ ପାଇଁ ଭିସୁଟ ଚର୍ଚ୍ଚା ରେ ଥିବା ବେଳେ ଏବେ ଅଧ୍ୟାପକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚର୍ଚ୍ଚାରେ ଅଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.