ETV Bharat / state

ଭୀମସାର ମେଡିକାଲରୁ 5 ଦଲାଲ ଗିରଫ - ଦଲାଲଗିରି

ଦଲାଲଗିରି କରୁଥିବା ଅଭିଯୋଗରେ 5ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 26, 2019, 3:51 PM IST

ସମ୍ବଲପୁର: ବୁର୍ଲାର ଭୀମସାର ମେଡିକାଲରେ ଦଲାଲଗିରି କରୁଥିବା ଅଭିଯୋଗରେ 5ଜଣଙ୍କୁ ବୁର୍ଲା ପୋଲିସ ଗିରଫ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସମ୍ବଲପୁର ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦାରା ସିଂ ଲୁହା, ଅମିତ କୁମ୍ଭାର, ଅଶୋକ ବାଗ, କୈଳାଶ ସୁନା ଓ ଲବ ସେନ୍ଦ୍ରିଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
twitter
ଫଟୋ ସୌଜନ୍ୟ: ଟ୍ବିଟର

ସମ୍ବଲପୁର ବୁର୍ଲା ମେଡିକାଲରେ ଦୀର୍ଘ ଦିନ ହେଲା ଏହି ଦଲାଲ ମାନେ ସକ୍ରିୟ ଥିଲେ । ଗରିବ ନିରୀହ ଲୋକଙ୍କ ସରଳତାର ଫାଇଦା ନେଇ ଏହି ବ୍ୟକ୍ତିମାନେ ସେମାନଙ୍କୁ ଠକୁଥିଲେ । ସମ୍ବଲପୁର ସହରର ମେଡିକାଲ ମାନଙ୍କରେ ଦଲାଲଙ୍କୁ ଧରିବା ପାଇଁ ସ୍ପେଶିଆଲ ସ୍କ୍ବାର୍ଡ କାର୍ଯ୍ୟକରୁଛି । ଏହା ଜାରି ରହିବ ବୋଲି ସମ୍ବଲପୁର ଏସପି ପ୍ରକାଶ କରିଛନ୍ତି ।

ଗତକାଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ ମଧ୍ୟ 4ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ପୋଲିସ କୁ ସଫଳତା।ସମ୍ବଲପୁର ବୁର୍ଲା ପୋଲିସ ବୁର୍ଲା ଭୀମସାର ମେଡିକାଲ ରେ ଦଳାଳି କରୁଥିବା 5 ଦଲାଲ କୁ ଗିରଫ କରିଛି। ଏନେଇ ସମ୍ବଲପୁର ଏସପି କନବର ବିଶାଳ ସିଂ ସୂଚନା ଦେଇଛନ୍ତି।

Body:ସମ୍ବଲପୁର ପୋଲିସ ହାତରେ ମେଡିକାଲ ଦଲାଲ। ସମ୍ବଲପୁର ବୁର୍ଲା ପୋଲିସ 5 ଜଣ ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଦାରା ସିଂ ଲୁହା, ଅମିତ କୁମ୍ଭାର, ଅଶୋକ ବାଗ, କୈଳାଶ ସୁନା ଓ ଲବ ସେନ୍ଦ୍ରିଆ।ଏମାନେ ସମସ୍ତେ ସମ୍ବଲପୁର ଓ ବୁର୍ଲା ର ହୋଇଥିବା ବେଳେ ଗରିବ ନିରୀହ ଲୋକଙ୍କ ସରଳତା ର ଫାଇଦା ନେଇ ଦଳାଳି କରୁଥିଲେ। ସମ୍ବଲପୁର ସହରର ମେଡିକାଲ ଦଲାଲ ମାନଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇବ ଚାଲିଛି ଓ ଜାରି ରହିବ ବୋଲି ସମ୍ବଲପୁର ଏସପି କହିଛନ୍ତି।

Conclusion:ସମ୍ବଲପୁର ବୁର୍ଲା ମେଡିକାଲ ରେ ଦୀର୍ଘ ଦିନ ହେଲା ଏହି ଦଲାଲ ମନେ ସକ୍ରିୟ ଥିଲେ।ଗତକାଲି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ରୁ ମଧ୍ୟ 4 ଦଲାଲ ଗିରଫ ହୋଇଥିଲେ।

ବାଇଟ-1-କନବର ବିଶାଳ ସିଂ,ଏସପି, ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.