ETV Bharat / state

ସମ୍ବଲପୁରରେ ଆଜି ଆଉ 53 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ - ସମ୍ବଲପୁର କୋରୋନା ଅପଡେଟ

ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1534 ହୋଇଥିବା ବେଳେ 990 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ...

http://10.10.50.8ସମ୍ବଲପୁରରେ ଆଜି ଆଉ 53 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ0//odisha/18-August-2020/od-sam-03-covid-detection-53new-affected-dry-7202776_18082020173741_1808f_02184_119.jpg
ସମ୍ବଲପୁରରେ ଆଜି ଆଉ 53 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
author img

By

Published : Aug 18, 2020, 6:34 PM IST

ସମ୍ବଲପୁର: ଆଜି (ମଙ୍ଗଳବାର) ସମ୍ବଲପୁରରେ ପୁଣି 53 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 5 ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 16 ସ୍ଥାନୀୟ ସଂକ୍ରମିତ ଥିବା ବେଳେ 37 ଜଣ ଆକ୍ଟିବ ସର୍ଭିଲେନ୍ସ ଟିମ ଦ୍ୱାରା ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅକ୍ରାନ୍ତ ମାନେ ସମ୍ବଲପୁର, ରେଙ୍ଗାଲୀ, କୁଚିଣ୍ଡା ଓ ଜମେନକିରା ଅଞ୍ଚଳର ହୋଇଥିବା ସୂଚନା ରହିଛି। ଏନେଇ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1534 ହୋଇଥିବା ବେଳେ 990 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ 536ଟି ଆକ୍ଟିବ କେସ ରହିଛି।

ସମ୍ବଲପୁରରେ ଆଜି ଆଉ 53 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ସମ୍ବଲପୁରରେ ଆଜି ଆଉ 53 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଏହା ବ୍ୟତୀତ ଜିଲ୍ଲାରେ କୋରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.