ETV Bharat / state

ଉପରମୁଣ୍ଡରେ ବଢିଲା ଜଳସ୍ତର: ହୀରାକୁଦରେ ଖୋଲିଲା ଆଉ 5ଟି ଗେଟ୍ - ସମ୍ବଲପୁର

ହୀରାକୁଦ ଡ୍ୟାମରୁ ଗୁରୁବାର ଆଉ 5 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ଖୋଲାଯାଇଛି । ବୁଧବାର 10 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଗୁରୁବାର ଡ୍ୟାମର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ଥର ବଢ଼ିଛି ।

5 more gates are open in hirakud
ଉପରମୁଣ୍ଡରେ ବଢିଲା ଜଳସ୍ତର: ହିରାକୁଦରେ ଖୋଲିଲା ଆଉ 5ଟି ଗେଟ୍
author img

By

Published : Aug 20, 2020, 7:51 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଗୁରୁବାର ଆଉ 5 ଟି ଗେଟକୁ ପର୍ଯ୍ୟାୟ କ୍ରମରେ ଖୋଲାଯାଇଛି । ବୁଧବାର 10 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଗୁରୁବାର ଡ୍ୟାମର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ଥର ବଢ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁରୁବାର ପୁଣି 5 ଗେଟ ଖୋଲାଯାଇଛି ।

ଉପରମୁଣ୍ଡରେ ବଢିଲା ଜଳସ୍ତର: ହିରାକୁଦରେ ଖୋଲିଲା ଆଉ 5ଟି ଗେଟ୍

ବର୍ତ୍ତମାନ ମୋଟ 15 ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ଥର ରହିଛି 617.47 ଫୁଟ । ଏହି ସମୟ ମଧ୍ୟରେ ଡ୍ୟାମର ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ହାରାହାରି 3,55,549 ଘନଫୁଟ ଜଳ ପ୍ରବେଶ କରୁଛି ଓ ଜଳଭଣ୍ଡାରରୁ ତଳ ମୁଣ୍ଡକୁ ହାରାହାରି ସେକେଣ୍ଡ ପ୍ରତି 1,79,171 ଘନଫୁଟ ଜଳ ନିଷ୍କାସନ ହେଉଛି ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.