ETV Bharat / state

ସର୍ଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

ଲାଇନ ଚ୍ୟୁତ ହେଲା ମାଲବାହୀ ଟ୍ରେନ । ଗତ ରାତିରେ ସମ୍ବଲପୁର ଝାରସୁଗୁଡ଼ା ରେଳ ଲାଇନର ସର୍ଲା ନିକଟରେ ଏକ ମାଲବାହୀ ଟ୍ରେନର 4ଟି ୱାଗନ ଲାଇନ ଚ୍ୟୁତ ହୋଇଛି । ଅଧିକ ପଢନ୍ତୁ

ସମ୍ବଲପୁର ସରଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

author img

By

Published : Oct 13, 2022, 8:31 AM IST

Updated : Oct 13, 2022, 8:43 AM IST

ସମ୍ବଲପୁର: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ସମ୍ବଲପୁର ଝାରସୁଗୁଡ଼ା ରେଳ ଲାଇନର ସର୍ଲା ନିକଟରେ ଏକ ମାଲବାହୀ ଟ୍ରେନର 4ଟି ୱାଗନ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ରାତିରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ନେଇ ସୂଚନା ।

ସର୍ଲା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରେନ ଚଳାଚଳ ପ୍ରଭାବିତ

ସୂଚନା ଅନୁଯାୟୀ, ସିମେଣ୍ଟ ବୋଝେଇ ଏକ ମାଲବାହୀ ଟ୍ରେନର 4ଟି ୱାଗନ ଗତକାଲି ରାତିରେ ଲାଇନଚ୍ୟୁତ ହୋଇଥିଲା । ତେବେ ଏହା ଦ୍ୱାରା ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଖବର ମିଳିଛି । କିନ୍ତୁ ଟ୍ରେନ ଲାଇଚ୍ୟୁତ ଯୋଗୁଁ କେତୋଟି ଟ୍ରେନ ବାତିଲ ହୋଇଛି । ସେଗୁଡିକ ହେଲା ଝାରସୁଗୁଡା ସମ୍ବଲପୁର ଝାରସୁଗୁଡା ପାସେଞ୍ଜର, ରାଉରକେଲା ଭୁବନେଶ୍ୱର ରାଉରକେଲା ଟ୍ରେନ । ଅନ୍ୟପଟେ ରାଉରକେଲା ଗୁଣୁପୁର, ଗୁଣୁପୁର ରାଉରକେଲା, ଧାନବାଦ ଭୁବନେଶ୍ୱର ସ୍ପେଶିଆଲ ଟ୍ରେନ,ପୁରୀ ଇନ୍ଦୋର ଏକ୍ସପ୍ରେସ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ତେବେ ବର୍ତ୍ତମାନ ଲାଇନଚ୍ୟୁତ ହୋଇଥିବା ମାଲବାହୀ ଟ୍ରେନର ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 13, 2022, 8:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.