ETV Bharat / state

ସମ୍ବଲପୁରରେ ଓକିଲଙ୍କ 3 ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ - ସମ୍ବଲପୁରରେ ଓକିଲଙ୍କ 3 ଦିନିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସମ୍ବଲପୁରରେ ଓକିଲଙ୍କ 3 ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ଦିନ ହେବ ଜାରି ରହିଛି ଏହି ଆନ୍ଦୋଳନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସମ୍ବଲପୁରରେ ଓକିଲଙ୍କ 3 ଦିନିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

author img

By

Published : Jan 28, 2020, 7:34 PM IST

ସମ୍ବଲପୁର: ମଙ୍ଗଳବାର ଠୁ ସମ୍ବଲପୁରରେ ଓକିଲଙ୍କ 3 ଦିନିଆଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ଦିନ ହେବ ପ୍ରତ୍ୟେକ ମାସର ଶେଷ କାର୍ଯ୍ୟ ଦିବସରେ ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ମିଳିତ ଭାବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇ ଆସୁଛି ।

ସମ୍ବଲପୁରରେ ଓକିଲଙ୍କ 3 ଦିନିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସମ୍ବଲପୁରରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ପ୍ରତ୍ୟେକ ମାସ ପରି ଆଜିଠୁ ପୁଣି ଆରମ୍ଭ ହୋଇଛି ଓକିଲଙ୍କ 3 ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ। ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ଓ ବିଭିନ୍ନ ବର୍ଗର ନାଗରିକ ମନେ କଚେରୀ ଛକରେ ଧାରଣାରେ ବସି ପିକେଟିଂ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁରର ସମସ୍ତ କୋର୍ଟ କଚେରୀ ସହ ସରକାରୀ ଓ ବେସରକାରୀ ଅଫିସ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆଗକୁ ମଧ୍ୟ ଏହି ମାସ ଶେଷ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜିଠୁ ସମ୍ବଲପୁର ରେ ଓକିଳଙ୍କ 3 ଦିନିଆଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ପଶ୍ଚିମ ଓଡିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ଦିନ ହେଲା ପ୍ରତ୍ୟେକ ମାସର ଶେଷ କାର୍ଯ୍ୟ ଦିବସରେ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ମିଳିତ ଭାବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଆସୁଛି।

Body:ସମ୍ବଲପୁର ରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।ପ୍ରତ୍ୟେକ ମାସ ପରି ଆଜିଠୁ ପୁଣି ଆରମ୍ଭ ହୋଇଛି ଓକିଲଙ୍କ 3 ଦିନିଆଁ କାର୍ଯ୍ୟବନ୍ଦ ଆନ୍ଦୋଳନ।ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ଓ ବିଭିନ୍ନ ବର୍ଗର ନାଗରିକ ମନେ କଚେରୀ ଛକରେ ଧାରଣା ରେ ବସି ପୀକେଟିଂ କରିଛନ୍ତି।ଏହିପାଇଁ ଆଜି ସମ୍ବଲପୁର ର ସମସ୍ତ କୋର୍ଟ କଚେରୀ ସହ ସରକାରୀ ଓ ବେସରକାରୀ ଅଫିସ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଆଗକୁ ମଧ୍ୟ ଏହି ମାସ ଶେଷ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।

Conclusion:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ବାଇଟ-1-ଗୋକୁଳ ମେହେର, ଆନ୍ଦୋଳନ କାରୀ ତଥା ଶ୍ରମିକ ନେତା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.