ETV Bharat / state

ହୀରାକୁଦରେ 3ଟି ଗେଟ୍ ବନ୍ଦ - hirakud dam

ହୀରାକୁଦ ଡ୍ୟାମରୁ 5ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଗତ ଗୁରୁବାର ବିଳମ୍ବିତ ରାତ୍ରୀରୁ ଶୁକ୍ରବାର ମଧ୍ୟରେ 3ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 2ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 11, 2019, 8:20 AM IST

ସମ୍ବଲପୁର: ହୀରାକୁଦ ଡ୍ୟାମରୁ 5ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗତ ଗୁରୁବାର ବିଳମ୍ବିତ ରାତ୍ରୀରୁ ଶୁକ୍ରବାର ମଧ୍ୟରେ 3ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 2 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ବର୍ତ୍ତମାନ ଡ୍ୟାମର ଜଳସ୍ତର 630 ଫୁଟ ରହିଛି । ଏହା ସର୍ବୋଚ୍ଚ ଜଳ ଧାରଣ କ୍ଷମତା ଅଟେ। ଏବେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ପ୍ରତି ସେକେଣ୍ଡରେ 54609 କ୍ୟୁସେକ ଜଳ ପ୍ରଵେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସନ ମଧ୍ୟ ହେଉଛି । ପରବର୍ତ୍ତୀ ସମୟରେ ଉପର ମୁଣ୍ଡର ବର୍ଷାର ପରିମାଣକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ହୀରାକୁଦ ଡେମରୁ ବନ୍ଦ ହେଲା 3 ଗେଟ।ଗତ କିଛିଦିନ ହେଲା ହୀରାକୁଦ ଜଳଭଣ୍ଡାର ରୁ 5 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗତ -(ଗୁରୁବାର) ରାତିରୁ ଆଜି ମଧ୍ୟରେ ପର୍ଯ୍ୟାୟ କ୍ରମରେ 3 ଟି ଗେଟ ବନ୍ଦ ରହିଛି।ଫଳରେ ବର୍ତ୍ତମାନ 2 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି।Body:ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର 630 ଫୁଟ ରେ ରହିଛି। ଏହା ସର୍ବୋଚ୍ଚ ଜଳ ଧାରଣ କ୍ଷମତା ଅଟେ।ଏହି ସମୟରେ ଉପର ମୁଣ୍ଡୁ ଡେମ ଭିତରକୁ ସେକେଣ୍ଡ ପ୍ରତି 54609 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ ସେକେଣ୍ଡ ପ୍ରତି ସମାନ ପରିମାଣର ଜଳ ନିଷ୍କାସନ ହେଉଛି।Conclusion:ପରବର୍ତ୍ତୀ ସମୟରେ ଉପର ମୁଣ୍ଡର ବର୍ଷା ର ପରିମାଣକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମ କତ୍ତୃପକ୍ଷ କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.