ETV Bharat / state

‘ଡିଜିଟାଲ ଇକୋନୋମୀର ହବ୍ ପାଲଟିବ ଭାରତ’

ସମ୍ବଲପୁର ଆଇଆଇଏମରେ ଚାଲିଥିବା 2ଦିନିଆ ବିଜନେସ କନକ୍ଲେଭରେ ଡିଜିଟାଲ ଇକୋନୋମୀରେ ପ୍ରତିବନ୍ଧକ ଓ ପରିଚାଳନା ନେଇ ଆଲୋଚନା କରାଯାଇଛି । ଆଗାମୀ ଦିନରେ ଆମ ଦେଶର ଛୋଟଛୋଟ ସହରରେ ଡିଜିଟାଲ ଇକୋନୋମୀର ବହୁଳ ପ୍ରସାର ଉଦ୍ଦେଶ୍ୟରେ ବହୁ ନିଯୁକ୍ତି ଆସିବ । ଆଉ ଏଠିକାର ଯୁବପିଢି ଛୋଟ ସହରରେ ରହି ବିଶ୍ବସ୍ତରର କମ୍ପାନୀ ମାନଙ୍କ ପାଇଁ କାମ କରିବେ ବୋଲି ଉପସ୍ଥିତ ଏମ୍‌ସିଏଲର ପରିଚଳନା ନିର୍ଦ୍ଦେଶକ ବି.ଏନ ଶୁକ୍ଳା କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 28, 2019, 9:51 PM IST

ସମ୍ବଲପୁର: ସମ୍ବଲପୁର ଆଇଆଇଏମରେ ଚାଲିଛି 2 ଦିନିଆ ବିଜନେସ କନକ୍ଲେଭ। ଏଠାରେ ‘ମ୍ୟାନେଜିଙ୍ଗ ଡିସରପସନସ୍ ଇନ୍‌ ଡିଜିଟାଲ ଇକୋନୋମୀ’ ଶୀର୍ଷକ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମ୍‌ସିଏଲର ପରିଚଳନା ନିର୍ଦ୍ଦେଶକ ବି.ଏନ ଶୁକ୍ଳା ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା ଯୋଗଦେଇ ଡିଜିଟାଲ ଇକୋନୋମୀରେ ପ୍ରତିବନ୍ଧକ ଓ ପରିଚାଳନା ନେଇ ନିଜ ନିଜର ଅଭିଜ୍ଞତା ଆଇଆଇଏମ ଛାତ୍ରଛାତ୍ରୀ ଆଗରେ ରଖିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ପ୍ରତି ସାରା ପୃଥିବୀରେ ଡିଜିଟାଲ ଇକୋନୋମୀରେ ଅନେକ ସମ୍ଭାବନା ରହିଛି । ଆଉ ଡିଜିଟାଲ ଇକୋନୋମୀ କ୍ଷେତ୍ରରେରେ ଭାରତର ବହୁ ଗୁରୁତ୍ବ ରହିଛି। କାରଣ ଡିଜିଟାଲ ଇକୋନୋମିକୁ ପରିଚାଳନା ପାଇଁ ଭାରତ ପାଖରେ ବହୁ ମାନବ ସମ୍ବଳ ଓ ଭିତ୍ତିଭୂମି ରହିଛି। ଏଭଳି ସ୍ଥିତିରେ ଆଗାମୀ ଦିନରେ ଭାରତ ଡିଜିଟାଲ ଇକୋନୋମୀ କ୍ଷେତ୍ରରେ ବିଶ୍ବକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି। କାରଣ ଡିଜିଟାଲ ଇକୋନୋମୀକୁ ପରିଚାଳନା ପାଇଁ ଭାରତ ପାଖରେ ବହୁ ଆଇଟି ଛାତ୍ରଛାତ୍ରୀ ଅଛନ୍ତି ।

ତେଣୁ ଆଗାମୀ ଦିନରେ ଆମ ଦେଶର ଛୋଟଛୋଟ ସହରରେ ଡିଜିଟାଲ ଇକୋନୋମିର ବହୁଳ ପ୍ରସାର ଉଦ୍ଦେଶ୍ୟରେ ବହୁ ନିଯୁକ୍ତି ଆସିବ। ଆଉ ଏଠିକାର ଯୁବପିଢି ଛୋଟ ସହରରେ ରହି ବିଶ୍ବସ୍ତରର କମ୍ପାନୀ ମାନଙ୍କ ପାଇଁ କାମ କରିବେ। ଆଉ ଆମ ପ୍ରଧାନମନ୍ତ୍ରୀ 5ଟ୍ରିଲୀୟନ ଇକୋନୋମି କରିବାର ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ ହୋଇପାରିବ ବୋଲି ଏହି କନକ୍ଲେଭରେ ଆଲୋଚନା ହୋଇଛି।

ସମ୍ବଲପୁର ଆଇଆଇଏମର ଭତ୍ତିଭୂମି ଓ ଏଠିକାର ଶିକ୍ଷା ପ୍ରଣାଳୀ ଅତି ଉଚ୍ଚସ୍ତରୀୟ ବୋଲି କହିବା ସହ ଡିଜିଟାଲ ଇକୋନୋମିର ସମ୍ଭାବନା ନେଇ ନିଜର ଗୁରୁତ୍ବପୂର୍ଣ୍ଣ ମତ ରଖିଥିଲେ ବି.ଏନ ଶୁକ୍ଳା।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଆଇ ଆଇ ଏମ ରେ ଚାଲିଛି 2 ଦିନିଆଁ ବିଜିନେସ କନକ୍ଲେଭ। ମେନେଜିଙ୍ଗ ଡିସରଫସନ ଇଂନ ଡିଜିଟାଲ ଏକୋନୋମି ଶିଷକ ଉପରେ ଏଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ ସି ଏଲ ର ପରିଚଳନା ନିର୍ଦେଶକ ବି ଏନ ଶୁକ୍ଳା ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ଦିପକ କୁମାର ବେହେରା ଯୋଗ ଦେଇ ଡିଜିଟାଲ ଇକୋନୋମି ରେ ପ୍ରତିବନ୍ଧକ ପରିଚାଳନା ନେଇ ନିଜ ନିଜର ଅଭିଜ୍ଞତା ଆଇ ଆଇ ଏମ ଛାତ୍ର ଛାତ୍ରୀ ଆଗରେ କହିଥିଲେ।

Body:ସମ୍ପ୍ରତି ସାରା ପ୍ରଥିବୀ ରେ ଡିଜିଟାଲ ଇକୋନୋମି ଅ ଅନେକ ସମ୍ଭାବନା ରହିଛି। ଆଉ ଡିଜିଟାଲ ଇକୋନୋମି କ୍ଷେତ୍ରରେ ରେ ଭାରତର ବହୁ ଗୁରୁତ୍ୱ ରହିଛି।କାରଣ ଡିଜିଟାଲ ଇକୋନୋମୀ କୁ ପରିଚାଳନା ପାଇଁ ଭାରତ ପାଖରେ ବହୁ ମାନବ ସମ୍ବଳ ଓ ଭିତ୍ତିଭୂମି ରହିଛି।ଏଭଳି ସ୍ଥିତିରେ ଆଗାମୀ ଦିନରେ ଭାରତ ଡିଜିଟାଲ ଇକୋନୋମି କ୍ଷେତ୍ରରେ ବିଶ୍ୱକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି।କାରଣ ଡିଜିଟାଲ ଇକୋନୋମି କୁ ପରିଛଲନା ପାଇଁ ଭାରତ ପାଖରେ ବହୁ ଆଇଟି ଛାତ୍ରଛାତ୍ରୀ ଅଛନ୍ତି। ତେଣୁ ଆଗାମୀ ଦିନରେ ଆମ ଦେଶର ଛୋଟ ଛୋଟ ସହରରେ ଡିଜିଟାଲ ଇକୋନୋମି ର ବହୁଳ ପ୍ରସାର ଉଦ୍ଦେଶ୍ୟ ରେ ବହୁ ନିଯୁକ୍ତି ଆସିବ। ଆଉ ଏଠିକାର ଯୁବପିଢ଼ି ଛୋଟ ସହରରେ ରହି ବିଶ୍ୱ ସ୍ତରର କମ୍ପାନୀ ମାନଙ୍କ ପାଇଁ କାମ କରିବେ। ଆଉ ଆମ ପ୍ରଧାନମନ୍ତ୍ରୀ 5
ଟ୍ରିଲୀୟନ ଇକୋନୋମି କରିବାର ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ ହୋଇପାରିବ ବୋଲି ଏହି କନକ୍ଲେଭରେ ଆଲୋଚନା ହୋଇଛି।

Conclusion:ଏହା ସହ ସମ୍ବଲପୁର ଆଇ ଆସି ଏମ ଭାରତୀୟ ଡିଜିଟାଲ ଇକୋନୋମି ରେ ବହୁତ ବଡ଼ ଭୂମିକା ନିଭାଇବ ବୋଲି ସମ୍ବଲପୁର ଆଇ ଆସି ଏମ ଏ ନିର୍ଦେଶକ ମହାଦେବ ପ୍ରସାଦ ଜେସୁଆଲ କହିଛନ୍ତି।ଏଠାରେ ଯୋଗ ଦେଇଥିବା ମହାନଦୀ କୋଲଫିଲଡ଼ ଲିମିଟେଡ଼ ର ପରିଚାଳନା ନିର୍ଦେଶକ ବି ଏନ ଶୁକ୍ଳା ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟ ର କୁଳପତି ଦୀପକ କୁମାର ବେହେରା ସମ୍ବଲପୁର ଆଇ ଆଇ ଏମ ର ଭତ୍ତିଭୂମି ଓ ଏଠିକାର ଶିକ୍ଷ୍ୟା ପ୍ରଣାଳୀ ଅତି ଉଚ୍ଚ ସ୍ତରୀୟ ବୋଲି କହିବା ସହ ଡିଜିଟାଲ ଇକୋନୋମି ର ସମ୍ଭାବନା ନେଇ ନିଜର ଗୁରୁତ୍ୱ ପୂର୍ଣ୍ଣ ମତ ରଖିଥିଲେ।

ବାଇଟ-1-ବି ଏନ ଶୁକ୍ଳା, ପରିଚାଳନା ନିର୍ଦେଶକ, ଏମ ସି ଏଲ,ବୁର୍ଲା,ସମ୍ବଲପୁର।
ବାଇଟ-2- ମହାଦେବ ପ୍ରସାଦ ଜେସୁଆଲ, ନିର୍ଦେଶକ, ସମ୍ବଲପୁର ଆଇ ଆଇ ଏମ।
ବାଇଟ-3-ଦୀପକ କୁମାର ବେହେରା, କୁଳପତି,ସମ୍ବଲପୁର ବିଶ୍ୱ ବିଦ୍ୟାଳୟ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.