ETV Bharat / state

କୁଣ୍ଡା ବୋଝେଇ ଟ୍ରକରେ ନିଆଁ

author img

By

Published : Jan 11, 2020, 2:30 AM IST

ମୁନିଗୁଡାଠାରୁ ଏକ କୁଣ୍ଡାବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶକୁ ଯାଉଥିଲା । ପାରିଖିତି ଗଡାଣି ନିକଟରେ ଇଞ୍ଜିନରେ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

କୁଣ୍ଡା ବୋଝେଇ ଟ୍ରକରେ ନିଆଁ
କୁଣ୍ଡା ବୋଝେଇ ଟ୍ରକରେ ନିଆଁ

ରାୟଗଡ: ଜିଲ୍ଲା ରାମନାଗୁଡା ବ୍ଲକ ପାରୀକ୍ଷିତି ଘାଟିରେ କୁଣ୍ଡା ବୋଝେଇ ଟ୍ରକରେ ନିଆଁ ଲାଗି ସମ୍ପୂର୍ଣ୍ଣ ଟ୍ରକଟି ଜଳିଯାଇଛି ।

କୁଣ୍ଡା ବୋଝେଇ ଟ୍ରକରେ ନିଆଁ

ସନ୍ଧ୍ୟା 5ଟାବେଳେ ମୁନିଗୁଡାଠାରୁ ଏକ କୁଣ୍ଡାବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶକୁ ଯାଉଥିଲା । ପାରିଖିତି ଗଡାଣି ନିକଟରେ ଇଞ୍ଜିନରେ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁମୁଡା ଅଗ୍ନିଶମ 2ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଡ୍ରାଇଭର ଟ୍ରକରୁ ଓହ୍ଲାଇ ପଡିବାରୁ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କୁଣ୍ଡା ବୋଝେଇ ଟ୍ରକରେ ନିଆଁ।Body:
ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ପାରୀକ୍ଷିତି ଘାଟିରେ କୁଣ୍ଡା ବୋଝେଇ ଟ୍ରକରେ ନିଆଁ ଲାଗି ସମ୍ପୂର୍ଣ ଟ୍ରକଟି ଜଳିଯାଇଛି। ସନ୍ଧ୍ୟା 5 ଟା ବେଳେ ମୁନିଗୁଡା ଠାରୁ ଏକ କୁଣ୍ଡାବୋଝେଇ ଟ୍ରକ ଆନ୍ଦ୍ରପ୍ରଦେଶକୁ ଯାଉଥିଲା। ପାରିଖିତି ଗଡାଣି ନିକଟରେ ଇଞ୍ଜିନ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁମୁଡା ଅଗ୍ନି ଶମ ୨ଟି ଗାଡି ପହଞ୍ଚି ନିଆକୁ ଆୟତ୍ତ କରିଛି। ଡ୍ରାଇଭର ଟ୍ରକରୁ ଓଲହାଇ ପଡିବାରୁ ଜୀବନ ବର୍ତିଯାଇଛି।Conclusion:କୁଣ୍ଡା ବୋଝେଇ ଟ୍ରକରେ ନିଆଁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.