ETV Bharat / state

ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଶ୍ରମିକ - phase of the train reached 180 workers i

ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡାରେ ଏକ ସ୍ବତନ୍ତ୍ର ଟ୍ରେନ ପହଞ୍ଚିଛି । ତେଲେଙ୍ଗାନା ରାଜ୍ୟର ବୋଲାରାମ ଷ୍ଟେସନରୁ ୧୬୦୦ ଜଣଙ୍କୁ ନେଇ ଏହି ଟ୍ରେନ ରାୟଗଡା ଆସିଛି । ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ

author img

By

Published : May 20, 2020, 8:28 PM IST

ରାୟଗଡ଼ା: ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡାରେ ଏକ ସ୍ବତନ୍ତ୍ର ଟ୍ରେନ ପହଞ୍ଚିଛି । ତେଲେଙ୍ଗାନା ରାଜ୍ୟର ବୋଲାରାମ ଷ୍ଟେସନରୁ ୧୬୦୦ ଜଣଙ୍କୁ ନେଇ ଏହି ଟ୍ରେନ ରାୟଗଡା ଆସିଛି । ଏଥିରେ ରାୟଗଡା ଠାରେ ୧୭୦ ଜଣ ପ୍ରବାସୀ ଓହ୍ଲାଇଥିଲେ । ସମସ୍ତ ୧୭୦ ଜଣ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ତେଲେଙ୍ଗାନାର ବଲାରାମରୁ ନୁଆପଡ଼ାକୁ ୧୬୦୦ ଶ୍ରମିକଙ୍କୁ ନେଇ ଏହି ଟ୍ରେନ ଦିନ ୧୧.୧୦ ଟା ସମୟରେ ରାୟଗଡ଼ା ଷ୍ଟେସନରେ ପହଞ୍ଚି ୧୧.୪୦ ରେ ନୁଆପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ
ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ
ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ
ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ
ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ
ତୃତୀୟ ପର୍ଯ୍ୟାୟ ଶ୍ରମିକ ଟ୍ରେନରେ ପହଞ୍ଚିଲେ ୧୭୦ ଜଣ ଶ୍ରମିକ

ସମସ୍ତ ଓହ୍ଲାଇଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ଵସର ବ୍ୟବସ୍ଥା ଗ୍ରହଣ ହୋଇଥିଲା । ସେଥିରେ ନିଜ ଜିଲ୍ଲା ଓ ବ୍ଲକକୁ ପଠାଯାଇଛି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସୁଥିବା ବେଳେ ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ ୧୦ ଟାରୁ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାରେ ୧୪୪ ଧାର ଜାରି କରାଯାଥିଲା । ତେବେ ସବୁଠାରୁ ବଡ କଥା ଏହି ଟ୍ରେନରେ କୋରପୁଟ ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ୭୨୦ ଜଣ ଶ୍ରମିକ ଆସିବାକୁ ଥିଲା । ହେଲେ ବର୍ତ୍ତମାନ ଆସିଛନ୍ତି ମାତ୍ର ୧୭୦ ଜଣ ଶ୍ରମିକ । ଆସନ୍ତୁ ଶୁଣିବ ଏନେଇ ଅଣ କହୁଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା...

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.