ETV Bharat / state

ଛାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - rescued

ଛାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ମୃତକ ଜଣକ ଯୁକ୍ତ 2 ପଢୁଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Jun 16, 2019, 3:50 PM IST

Updated : Jun 18, 2019, 10:54 AM IST

ରାୟଗଡ଼ା: କସ୍ତୁରୀନଗର ଅଞ୍ଚଳରେ କଲେଜ ଛାତ୍ରଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣକ ରାୟଗଡ଼ା ମହାବିଦ୍ୟାଳୟରେ +2 ଛାତ୍ର ଏମ. ସୁରେଶ କୁମାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରବିବାର ସୁରେଶଙ୍କ କ୍ଷତବିକ୍ଷତ ମୃତଦେହ ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଛାତ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ଏସପି ଶ୍ରବଣ ବିବେକ ଏମ ସହ ରାୟଗଡା ପୋଲିସ ପହଞ୍ଚି ଛାତ୍ରଙ୍କ ମୃତଦେହ ଜବତ କରିବା ସହ ଘଟଣାକୁ ଗୁରୁତର ସହ ନେଇଛନ୍ତି । ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୋଲିସ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro: ରାୟଗଡ଼ା କସ୍ତୁରୀନଗର ଅଞ୍ଚଳରେ କଲେଜ ଛାତ୍ରଙ୍କ କ୍ଷେତବିକ୍ଷେତ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତ ଛାତ୍ରଙ୍କ ନାମ ଏମ. ସୁରେଶ କୁମାର । ସେ ରାୟଗଡ଼ା ମହାବିଦ୍ୟାଳୟରେ +2 ଅଧ୍ୟୟନ କରୁଥିବା ଜଣାଯାଇଛି । ଆଜି ସୁରେଶଙ୍କ କ୍ଷତବିକ୍ଷତ ମୃତଦେହ ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ପଡିଥିବା ଲୋକେ ଦେଖିଥିଲେ । ଛାତ୍ର ମୁଣ୍ଡରେ ମାଡ଼ହୋଇ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ପୋଲିସ କୁ ସୂଚନା ଦେଇଥିଲେ । ଏହା ପରେ ଘଟଣା ସ୍ଥଳରେ ଏସପି ଶ୍ରବଣ ବିବେକ ଏମ୍ ଙ୍କ ସହ ରାୟଗଡ ପୋଲିସ୍ ପହଞ୍ଚି ଛାତ୍ରଙ୍କ ମର ଶରୀର ଜବତ କରିବା ସହ ଘଟଣାକୁ ଗୁରୁତର ସହ ଆଣିସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପରିବାର ପକ୍ଷରୁ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି । ମୃତ ଦେହ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛି ପୋଲିସ ।

Byte -

୧ ଶ୍ରବଣ ବିବେକ ଏମ ( ଏସପି,ରାୟଗଡ଼ା )

୨-ସମ୍ପର୍କୀୟ

୩- ଜଗନ୍ନାଥ ମାଣ୍ଡାଙ୍ଗି,ସାହି ବାସିନ୍ଦBody:Dad body foundConclusion:Under suspect
Last Updated : Jun 18, 2019, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.