ETV Bharat / state

ରାୟଗଡାରେ ବରିଷ୍ଠ ନାଗରିକଙ୍କ ପଦଯାତ୍ରା - ଜିଲ୍ଲା ପ୍ରଶାସନ

ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘ ଓ ଜିଲ୍ଲା ପ୍ରଶାସନ ଦ୍ବାରା ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏହି ଅବସରରେ ନୂତନ ଭାବେ ଲାଫିଙ୍ଗ କ୍ଲବକୁ ଉଦଘାଟନ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାୟଗଡା
author img

By

Published : Oct 2, 2019, 12:30 AM IST

ରାୟଗଡା : ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘ ଓ ଜିଲ୍ଲା ପ୍ରଶାସନ ଦ୍ବାରା ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ରାୟଗଡାରେ ବରିଷ୍ଠ ନାଗରିକଙ୍କ ଦ୍ବାରା ଏକ ଶୋଭାଯାତ୍ରା ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଗଜପତି ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଡ. ସର୍ବଣ ବିବେକ ଏମ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ରାୟଗଡା

ଏହି ଅବସରରେ ଜିଲ୍ଲାପାଳ ନୂତନଭାବେ ଗଠିତ ଲାଫିଙ୍ଗ କ୍ଲବକୁ ଉଦଘାଟନ କରିଛନ୍ତି । ଏହା ସହ ବୟସ୍କ ମହିଳାଙ୍କୁ ବସ୍ତ୍ର ଓ ଜିଲ୍ଲାର ଗୁଣିବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାୟଗଡା ଉପଜିଲ୍ଲାପାଳ, IMFA ଲୋକସମ୍ପର୍କ ଅଧିକାରୀ ଶକ୍ତିପ୍ରସଦ ପାଣିଗ୍ରାହୀ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଏହା ବ୍ୟତୀତ ପ୍ରଶାସନ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ବିଶ୍ୱ ବରିଷ୍ଠ ନାଗରିକ ପଦଯାତ୍ରାBody:ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ବରିଷ୍ଠ ନାଗରିକଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଗଜପତି ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, SP Dr ସର୍ବଣ ବିବେକ M ପ୍ରମୁଖ ଅତିଥିଭାବେ ଯୋଗଦେଇ ନୂତନଭାବେ ଗଠିତ ଲାଫିଙ୍ଗ କ୍ଲବକୁ ଉଦ୍ଘାଟନ କରିବାସହ ବୟସ୍କ ମହିଳାଙ୍କୁ ବସ୍ତ୍ର, ତଥା ଜିଲ୍ଲାର ଗୁଣିବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ରାୟଗଡା ଉପଜିଲ୍ଲାପାଳ, IMFA ଲୋକସମ୍ପର୍କ ଅଧିକାରୀ ଶକ୍ତିପ୍ରସଦ ପାଣିଗ୍ରାହୀ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଏତଦ୍ ବ୍ୟତୀତ ପ୍ରଶାସନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।Conclusion:ବିଶ୍ୱ ବରିଷ୍ଠ ନାଗରିକ ପଦଯାତ୍ରା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.