ETV Bharat / state

ଷ୍ଟେସନରୁ ଉଦ୍ଧାର ହେଲେ 8 ନାବାଳକ ଶ୍ରମିକ

author img

By

Published : Jun 18, 2019, 11:43 PM IST

ଚାଲାଣ ହେଉଥିବା ସମୟରେ 8 ନାବାଳକ ଶ୍ରମିକକୁ ଷ୍ଟେସନରୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପଲାଇନ ଓ ଜିଆରପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡ଼ା: ରେଳ ଷ୍ଟେସନରୁ 8 ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପଲାଇନ ଓ ଜିଆରପି ପୋଲିସ । ଉଦ୍ଧାର ହୋଇଥିବା ଏହି ନାବାଳକମାନେ କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବିଜୟୱାଡ଼ାର ଏକ ଲଙ୍କା ଫାକ୍ଟ୍ରିରେ ଏମାନେ କାମ କରିବାକୁ ଯିବା ପାଇଁ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ଖବର ପାଇ ଚାଇଲ୍ଡ ହେଲ୍ପଲାଇନ ଜିଆରପିର ସହାୟତାରେ ଏହି ନାବାଳକ ଶ୍ରମିକମାନଙ୍କୁ ଉଦ୍ଧାର କରିଛି । କିନ୍ତୁ ଶ୍ରମିକମାନଙ୍କୁ ଚାଲାଣ କରୁଥିବା ଦଲାଲ୍ ଖବର ପାଇ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା ।

ଶିଶୁ ମଙ୍ଗଳ କମିଟି ଆସନ୍ତାକାଲି ଏହି ଶ୍ରମିକମାନଙ୍କୁ ପଚରା ଉଚରା କରିବାପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:Body:

dgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.