ETV Bharat / state

ରାୟଗଡା: କଡା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ

ଚଳିତ ନିର୍ବାଚନକୁ ନେଇ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ସେ ନେଇେ ପ୍ରତିକ୍ରିୟା ରଖିଛନ୍ତି ରାୟଗଡା ଏସପି ଡକ୍ଟର ଶ୍ରବଣ ବିବେକ ଏମ୍ । ଏନେଇ ମତ ରଖି ସେ କହିଛନ୍ତି ଶାନ୍ତି ଶୃଙ୍ଖଳାରକର ସହ ସମଗ୍ର ଜିଲ୍ଲାରେ ଭୋଟଗ୍ରହଣ ଚାଲିଛି । ଜିଲ୍ଲାର କେତେକ ଅଞ୍ଚଳରେ ଭୋଟ ବର୍ଜନ କରାଯିବା ସମ୍ପର୍କରେ ସମ୍ପର୍କରେ ମତ ରଖି ଏସପି କହିଛନ୍ତି ଜିଲ୍ଲାର ପ୍ରତିଟି ବୁଥରେ ଭୋଟଗ୍ରହଣ ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Apr 11, 2019, 11:19 AM IST

ରାୟଗଡା: 2019 ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଚଳଚଞ୍ଚଳ ହୋଇଉଠିଛି ରାୟଗଡା । ଶାନ୍ତି ଶୃଙ୍ଖଳାର ସହ ଜିଲ୍ଲାରେ ଭୋଟଗ୍ରହଣ । ନିର୍ବାଚନରେ ମତଦାନ କରିବାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ଉତ୍ସାହ । ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ପୋଲିଂ ବୁଥ । ଭୋଟଗ୍ରହଣ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ ସବୁଥର ଭଳି ଏଥର ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚଳିତ ନିର୍ବାଚନକୁ ନେଇ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ସେ ନେଇେ ପ୍ରତିକ୍ରିୟା ରଖିଛନ୍ତି ରାୟଗଡା ଏସପି ଡକ୍ଟର ଶ୍ରବଣ ବିବେକ ଏମ୍ । ଏନେଇ ମତ ରଖି ସେ କହିଛନ୍ତି ଶାନ୍ତି ଶୃଙ୍ଖଳାରକର ସହ ସମଗ୍ର ଜିଲ୍ଲାରେ ଭୋଟଗ୍ରହଣ ଚାଲିଛି । ଜିଲ୍ଲାର କେତେକ ଅଞ୍ଚଳରେ ଭୋଟ ବର୍ଜନ କରାଯିବା ସମ୍ପର୍କରେ ସମ୍ପର୍କରେ ମତ ରଖି ଏସପି କହିଛନ୍ତି ଜିଲ୍ଲାର ପ୍ରତିଟି ବୁଥରେ ଭୋଟଗ୍ରହଣ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୁରକ୍ଷା ପାଇଁ ଭୋଟଗ୍ରହଣ କେନ୍ଦ୍ରରେ ରାଜ୍ୟ ପୋଲିସ ସମେତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳର ସହାୟତା ନିଆଯାଇଛି । ସେହିପରି 871ଟି ବୁଥରେ ଆବଶ୍ୟକୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହା ବ୍ୟତୀତ 1000 ହୋମଗାର୍ଡ ଏବଂ କନେଷ୍ଟବଳଙ୍କୁ ମଧ୍ୟ ସୁରକ୍ଷା ପାଇଁ ମୃତୟନ କରାଯାଇଛି । ସେହିପରି 10 କମ୍ପାନୀ ସିଆରପିଏଫ, 2 କମ୍ପାନୀ ବିଏସଏଫ ଏବଂ 2 କମ୍ପାନୀ ଏସଏସବି ଯବାନ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ମାଓ ଭୟର କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିନଥିବା କହିଛନ୍ତି ଏସପି।

ରାୟଗଡାରୁ ରଞ୍ଜନ ରଥ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.