ETV Bharat / state

କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲା ରାୟଗଡା ପୋଲିସ

author img

By

Published : Jun 5, 2021, 9:24 AM IST

ଟିକିରି ସହରରେ ରାୟଗଡ଼ା ଜିଲ୍ଲା ପୋଲିସ ପକ୍ଷରୁ କୋରୋନା ସଚେତନତା କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଲେ ରାୟଗଡ଼ା ପୋଲିସ ପ୍ରଶାସନ

ରାୟଗଡ଼ା: ମହାମାରୀ କୋରୋନାର ସଚେତନତା ପାଇଁ ରାୟଗଡ଼ା ଜିଲ୍ଲା ପୋଲିସ ପ୍ରଶାସନ ରାୟଗଡ଼ା ଏସଡିପିଓ ଦେବଜ୍ୟୋତି ଦାସଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଟିକିରି ଆଇଆଇସି ବନ୍ଦନା ନାଏକ, ଏସ ଆଇ ବିକାଶ ପ୍ରଧାନ, ଏସ ଆଇ ଭାସ୍କର ମୋରା, ଅଣ୍ଡରାକଞ୍ଚ ଏଏସ ଆଇ ଶୁକାନ୍ତ ଦୋଳାଇ, ଟିକିରି, ଦରାଗୁଡା ଓ ଅଣ୍ଡିରା କଞ୍ଚ ଥାନାର କର୍ମଚାରୀ ଓ ଗୋଟିଏ ପ୍ଲାଟୁନ ଫୋର୍ସ ଟିକିରି ଥାନାରୁ ବାହାରି ଫ୍ଲାଗ ମାର୍ଚ୍ଚ କରି ଝୋଡିଆପଡା, ଆଦିବାସୀ ସାହି, କୋରାପୁଟ ସାହି, ଦୋରାସାହି, ମେଦିରି ସାହି ବୁଲି ଟିକିରି ବଜାର ପରିକ୍ରମା କରିଥିଲେ।

ଏହି ପରିକ୍ରମା ସମୟରେ ଲୋକଙ୍କୁ ମ‌ହାମାରୀ କୋରୋନାକୁ କିପରି ପ୍ରତିହତ କରିପାରିବେ ସେନେଇ ଲୋକଙ୍କୁ ସଚେତନ ରହିବା ସହ କୋରୋନା ବିରୋଧରେ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ପୋଲିସ ପ୍ରଶାସନର ଏପରି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେସ ପ୍ରଶଂସା କରାଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.