ETV Bharat / state

ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ 'କାୟାକଳ୍ପ ପୁରସ୍କାର'

ରାୟଗଡା ମୁଖ୍ୟ ଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ଚଳିତ ବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ 92 ପ୍ରତିଶତ ମାର୍କ ରଖି କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Feb 1, 2019, 10:47 AM IST

ରାୟଗଡା: ଜିଲ୍ଲା ମୁଖ୍ୟାଚିକିତ୍ସାଳୟ ପାଇବ କାୟାକଳ୍ପ ପୁରସ୍କାର । ଚଳିତ ବର୍ଷ କାୟାକଳ୍ପ ପୁରସ୍କାର ପାଇଁ 30ଟି ଜିଲ୍ଲା ମଧ୍ୟରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ପ୍ରତ୍ୟେକ ବର୍ଷ ଜିଲ୍ଲାସ୍ତରୀୟ ହସପିଟାଲ ଗୁଡ଼ିକୁ ତିନୋଟି ପର୍ଯ୍ୟାୟରେ ଭିନ୍ନଭିନ୍ନ ତିନୋଟି ଟିମ୍ ସମୀକ୍ଷା କରିବା ପରେ କାୟାକଳ୍ପ ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟେକନିକାଲ ଟିମ୍ ପହଞ୍ଚି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲା । ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଏକ ଟିମ୍ ପହଞ୍ଚି ଅନୁଧ୍ୟାନ କରିବା ପରେ ଶେଷରେ ରାଜ୍ୟ ବାହାରୁ ଏକ ଟିମ୍ ଆସି ହସ୍ପିଟାଲର ଅନୁଧ୍ୟାନ କରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ।
undefined

ଏହି 3ଟି ଟିମର ରିପୋର୍ଟ ଆଧାରରେ ଚଳିତ ବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ 92 ପ୍ରତିଶତ ମାର୍କ ରଖି କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ତେଣୁ ମେଡିକାଲକୁ କାୟାକଳ୍ପ ପୁରସ୍କାର ସହ 50 ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ରାୟଗଡ଼ା ସିଡ଼ିଏମଓ ଡ଼.ଶିବ ପ୍ରସାଦ ପାଢ଼ୀ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ୍/ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.