ETV Bharat / state

4 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କିରାଣୀ - Clerk Prakash Chandra Sahu

ରେଡ୍‌ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ରାୟଗଡ଼ା ଜିଲ୍ଲା କାଶୀପୁର ଵ୍ଳକ କିରାଣି ପ୍ରକାଶ ଚନ୍ଦ୍ର ସାହୁ ।

ଭିଜିଲାନ୍ସ ଜାଲରେ ଫସିଲେ କିରାଣି
ଭିଜିଲାନ୍ସ ଜାଲରେ ଫସିଲେ କିରାଣି
author img

By

Published : Sep 29, 2020, 8:35 PM IST

ରାୟଗଡା: ଭିଜିଲାନ୍ସ ଜାଲରେ ଫସିଲେ କିରାଣି । ୪ ଜହାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ରେଡ୍‌ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ରାୟଗଡ଼ା ଜିଲ୍ଲା କାଶୀପୁର ଵ୍ଳକ କିରାଣି ପ୍ରକାଶ ଚନ୍ଦ୍ର ସାହୁ ।

ଭିଜିଲାନ୍ସ ଜାଲରେ ଫସିଲେ କିରାଣି

ଡଙ୍ଗାସିଲ ଗାଁରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଠିକାଦାର ବିଳାସ କୁମାର ନାୟକଙ୍କୁ କିରାଣି ପ୍ରକାଶ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଳାସ ଭିଜିଲାନ୍‌କୁ ଜଣାଇବା ପରେ ଭିଜିଲାନ୍‌ସ ଜାଲ ବିଛାଇଥିଲା । ଯୋଜନା ମୁତାବକ ଆଜି ଟଙ୍କା ଦେବାପାଇଁ ସ୍ଥିର ହୋଇଥିଲା । ବିଳାସ କାର୍ଯ୍ୟାଳୟ ଭିତରେ ଟଙ୍କାଦେବା ବେଳେ ପୂର୍ବରୁ ଛପି ରହିଥିବା ରାୟଗଡା ଓ ଭବାନୀପାଟଣା ଭିଜିଲାନ୍‌ ଟିମ୍ ।

୪ ହଜାର ଟଙ୍କା ହାତରେ ଧରିଥିବା ଅବସ୍ଥାରେ କିରାଣି ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି । ଯଦି ଦେଖିବା କାଶୀପୁର ବ୍ଲକରେ ମଧ୍ୟ ଏହା ପୂର୍ବରୁ ଅନେକ ବାର ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଉକ୍ତ କିରାଣିଙ୍କ ନାମରେ କୌଣସି ପ୍ରମାଣ ନଥିଲା । ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.