ETV Bharat / state

ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କ ଦିନିକିଆ ରାୟଗଡା ଗସ୍ତ

author img

By

Published : Feb 28, 2022, 9:44 PM IST

ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କ ଦିନିକିଆ ରାୟଗଡା ଗସ୍ତ । ଅଧିକ ପଢନ୍ତୁ

ଅର୍ଚ୍ଚନା ଯୋଶୀ
ଅର୍ଚ୍ଚନା ଯୋଶୀ

ରାୟଗଡା: ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କ ଦିନିକିଆ ରାୟଗଡା ଗସ୍ତ । ଏହି ଗସ୍ତ ରାୟଗଡା-ଭୁବନେଶ୍ବର, ରାୟଗଡାରୁ ବାରାଣାସୀକୁ ଦୈନିକ ଟ୍ରେନ ଚଳାଚଳ ପାଇଁ ଦାବି ଉଠିଲା ।

ରେଳବାଇ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କ ଦିନିକିଆ ରାୟଗଡା ଗସ୍ତ

ଏହ ମାର୍ଗରେ ଦୀର୍ଘଦିନ ଧରି ରେଳ ଚଳାଚଳ କରିବାକୁ ଦାବି ହୋଇଆସୁଛି । ଫଳରେ ଜେନେରାଲ ମ୍ୟାନେଜରଙ୍କ ଗସ୍ତ ବେଳେ ପୁଣି ଦାବି ହୋଇଛି । ତେବେ କେବେ ଏହି ଦାବି ପୂରଣ ହେଉଛି ତାକୁ ଅପେକ୍ଷା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.