ETV Bharat / state

ମେଡିକାଲ କଲେଜ ପାଇଁ ଆନ୍ଦୋଳନ - ରାୟଗଡା ଖବର

ରାୟଗଡାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମେଡିକାଲ କଲେଜ ପାଇଁ ଆନ୍ଦୋଳନ । ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ ।

ମେଡିକାଲ କଲେଜ ପାଇଁ ଆନ୍ଦୋଳନ
author img

By

Published : Nov 8, 2019, 7:17 PM IST

ରାୟଗଡା: ସହରରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଦାବିରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାୟଗଡରେ 300 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଥିବା ବେଳେ ଏକ ମେଡ଼ିକାଲ କଲେଜର ଦାବି ଦୀର୍ଘଦିନ ହେବ ଲାଗିରହିଛି ।

ମେଡିକାଲ କଲେଜ ପାଇଁ ଆନ୍ଦୋଳନ

ଡାକ୍ତରଖାନାରେ ରୋଗୀ ସଂଖ୍ୟା ସହ ଡାକ୍ତର ଅଭାବ ଯୋଗୁଁ ମେଡ଼ିକାଲ କଲେଜର ଆବଶ୍ୟକତାକୁ ଦେଖି ଆଜି ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମେଡ଼ିକାଲ କଲେଜ ଦାବି ନେଇ ବହୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା ।

ତେବେ ଶୁକ୍ରବାର ସହରର ବିଭିନ୍ନ ସଙ୍ଗଠନ ଦ୍ବାରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ସହର ଦେଇ ଜିଲ୍ଳାପାଳ କାର୍ଯ୍ୟାଳୟ ପହଞ୍ଚିଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ତେବେ ଏହି ଆନ୍ଦୋଳନକୁ ବିଜେଡି ସ୍ବାଗତ କରିଥିଲେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇନାହିଁ। ସେପଟେ ଲୋକଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଦାବିରେ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନBody:ରାୟଗଡା ସହରରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଦାବିରେ ସହର ବିଭିନ୍ନ ଅନୁଷ୍ଠାନ ତରଫରୁ ଏକ ଶୋଭାଯାତ୍ରା ଆୟୋଜନ କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଧେସ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ରାୟଗଡରେ 300 ଶଯ୍ୟା ବିଶିଷ୍ଠ ଡକ୍ଟରଖାନା ରହିଥିବ ବେଳେ ଏକ ମେଡ଼ିକାଲ କଲେଜର ଦାବି ଦୀର୍ଘଦିନ ହେବ ଲାଗିରହିଛି । ଡାକ୍ତରଖାନାରେ ରୋଗୀ ସଂଖ୍ୟା ସହ ଡାକ୍ତର ଅଭାବ ଯୋଗୁଁ ମେଡ଼ିକାଲ କଲେଜର ଆବଶ୍ୟକତାକୁ ଦେଖି ଆଜି ଜନସାଧାରଣ ରାଜରାସ୍ତାକୁ ଓଲଲଇଛନ୍ତି। ମେଡ଼ିକାଲ ଦାବି ନେଇ ବହୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ତେବେ ଆଜି ସହରର ବିଭିନ୍ନ ସଂଗଠନ ଦ୍ୱାରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ସହରଦେଇ ଜିଲ୍ଳାପାଳ କାର୍ଯ୍ୟାଳୟ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏହି ଆନ୍ଦୋଳନକୁ BJD ସ୍ୱାଗତ କରିଥିଲେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇନାହିଁ। ସେପଟେ ଲୋକଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ କରିଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
Byte-ସପ୍ତଗିରି ଉଲ୍ଲକା,ଲୋକ ସଭା ସାଂସଦ
Byte-ଏନ ଭାସ୍କର ରାଓ,ରାଜ୍ୟସଭା ସାଂସଦ
Byte-ପ୍ରମୋଦ କୁମାର ବେହେରା,ଜିଲ୍ଳାପାଳConclusion:ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ଦାବିରେ ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.