ETV Bharat / state

ପୁଣି ଜନନୀ ଯନ୍ତ୍ରଣା: 5କିମି ଚାଲି ଏକାକୀ ନଦୀ ପାରହେଲେ ଗର୍ଭବତୀ - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ଜିଲ୍ଲା ସଦର ମହକୁମା ନିକଟରେ ନଜରକୁ ଆସିଛି ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । 5 କିମି ଚାଲିଚାଲି ଏକକୀ ଭରା ନଦୀ ପାର ହୋଇଛନ୍ତି ଗର୍ଭବତୀ ଜଣଙ୍କ ।

pregnent woman crosses river, rayagada latest news, rayagada pregnent woman in danger, ରାୟଗଡାରେ ଜନନୀ ଯନ୍ତ୍ରଣା, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ଗର୍ଭବତୀ ମହିଳାଙ୍କ ନଦୀ ପାର
ପୁଣି ଜନନୀ ଯନ୍ତ୍ରଣା, 3 କିମି ନଦୀ ପାର ହେଲେ ଗର୍ଭବତୀ
author img

By

Published : Dec 21, 2019, 10:55 PM IST

Updated : Dec 22, 2019, 7:11 PM IST

ରାୟଗଡା: ଜିଲ୍ଲା ସଦର ମହକୁମା ନିକଟରେ ନଜରକୁ ଆସିଛି ଜନନୀ ଯନ୍ତ୍ରଣା । ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଗର୍ଭବତୀ ଜଣକ ହେଲେ ସାରାପାଡି ଗ୍ରାମର ସୁନ ହୁଇକା । ଶନିବାର ସକାଳେ ସୁନଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିବା ବେଳେ ଗାଁରୁ ରାସ୍ତା ନଥିବାରୁ 5 କିଲୋମିଟର ବାଟ ଚାଲି ଚାଲି ତାଙ୍କୁ ଡାକ୍ତରଖାନା ଆସିବାକୁ ପଡିଥିଲା । ଏଭଳିକି ବାଟରେ ଥିବା ଝଞ୍ଜାବତୀର ଭରା ନଦୀ ପାର ହେବାକୁ ପଡିଥିଲା ତାଙ୍କୁ।

ପୁଣି ଜନନୀ ଯନ୍ତ୍ରଣା: 5କିମି ଚାଲି ଏକାକୀ ନଦୀ ପାରହେଲେ ଗର୍ଭବତୀ

ସୁନଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ସମେତ ଗ୍ରାମବାସୀ ତାଙ୍କୁ ବୋହି ବୋହି ଓ ପାଦ ଚଲା ରାସ୍ତାରେ ଆଣିବା ପରେ ସେ ଝଞ୍ଜାବତୀ ନଦୀ ପାର କରିଥିଲେ । ନଦୀ ଆର ପାରିରେ ଅଙ୍ଗନବାଡି ଓ ଆଶା ଦିଦି ଅପେକ୍ଷା କରି ରହିଥିଲେ। ପରେ ଦିଦିମାନଙ୍କ ଦ୍ବାରା ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା । ତେବେ ଗାଁ କୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେବେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଚିକିତ୍ସାଳୟରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟେ ସୁସ୍ଥ ଥିବା ଜଣାପଡିଛି । ତେଣେ ଜିଲ୍ଲାରେ ବାରମ୍ବାର ଜନନୀ ଯନ୍ତ୍ରଣା ଘଟୁଥିଲେ ମଧ୍ୟ ସେଭଳି କୌଣସି ପଦକ୍ଷପ ନିଆଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡାରେ ଜନନୀ ଯନ୍ତ୍ରଣା ,3 କିଲୋମିଟର ଚାଲି ନଦୀ ପର ହେଲେ ଗର୍ଭବତୀ ମହିଳା । Body:ରାୟଗଡା ଜିଲ୍ଲା ସଦରମହକୁମା ନିକଟରେ ନଜରକୁ ଆସିଛି ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି। ଗର୍ଭବତୀ ଜଣକ ହେଲେ ସୁନ ହୁଇକା। ତାଙ୍କ ଘର ସାରାପାଡି ଗ୍ରାମରେ। ଆଜି ସକାଳୁ ସୁନଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେବେ ଗାଁ ରୁ ରାସ୍ତା ନଥିବା ଯୋଗୁଁ ୫ କିଲୋମିଟର ବାଟ ଚାଲି ଚାଲି ଆସିଥିଲେ। ଏଭଳିକି ରାସ୍ତାରେ ଝଞ୍ଜାବତି ନଦୀ ଭିତରେ ଭରା ପାଣିରେ ନଦୀ ପାର କରାଯାଇଥିଲା। ଅତ୍ୟନ୍ତ କଠିନ ଅବସ୍ଥାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେରାୟଗଡା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ଙ୍କୁ ଚଲାଇ ଚଲାଇ 3 କିଲୋମିଟର ନେବା ପରେ ଝଞ୍ଜାବତୀ ନଦୀ ପାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରୁ ମାତ୍ର ୫ କିଲୋମିଟର ଦର ସରାପାଡି ଗ୍ରାମରେ। ଗ୍ରାମର ମହିଳା ସୁନୁ ହୁଇକା ଅସହ୍ଯ ଗର୍ଭ ଯନ୍ତ୍ରଣା ଭୋଗିବାରୁ ପରିବାର ସମେତ ଗ୍ରାମବାସୀ ବୋହି ବୋହି ଓ ପାଦ ଚଲା ରାସ୍ତାରେ ଆଣିବା ପରେ ଝଞ୍ଜାବତୀ ନଦୀ ପାର କରିଥିଲେ। ନଦୀ ଆର ପାରିରେ ଅଙ୍ଗନୱଡି ଓ ଆଶା ଦିଦି ଅପେକ୍ଷା କରିରହିଥିଲେ। ପରେ ଦିଦି ମାନଙ୍କ ଦ୍ବାରା ଗର୍ଭବତୀ ଙ୍କୁ ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା। ତେବେ ଗାଁ କୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେବେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚିକିତ୍ସାଳୟରେ ସେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବାରମ୍ବାର ଜନନୀ ଯନ୍ତ୍ରଣା ରାୟଗଡା ଜିଲ୍ଲାରେ ଘଟୁଥିଲେ ମଧ୍ୟ ସେଭଳି କୌଣସି ପଦକ୍ଷପ ନିଆଯାଉନହି।
ବାଇଟ୧- କାମେଶ୍ବର ହୁଇକା, ସୁନଙ୍କ ସ୍ବାମୀ
ବାଇଟ - ପ୍ରୋମୋଦ କୁମାର ବେହେରା (ଜିଲ୍ଲାପାଳ , ରାୟଗଡା )
ପିଟୁସି - ରଞ୍ଜନ ରଥ
Conclusion:ରାୟଗଡାରେ ଜନନୀ ଯନ୍ତ୍ରଣା ,3 କିଲୋମିଟର ଚାଲି ନଦୀ ପର ହେଲେ ଗର୍ଭବତୀ ମହିଳା ।
Last Updated : Dec 22, 2019, 7:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.