ETV Bharat / state

ଥମିବାର ନା ନେଉନି ଜନନୀ ଯନ୍ତ୍ରଣା, ଷ୍ଟେଚରରେ ୩ କିମି ବୁହାହେଲେ ଗର୍ଭବତୀ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗଡିବାଲୀ ପଞ୍ଚାୟତର ଦୁରୂପାଇ ଗ୍ରାମରେ ପୁଣି ଷ୍ଟ୍ରେଚରରେ ୩କିମି ବୁହାହେଲେ ଗର୍ଭବତୀ । ଗାଁ କୁ ରାସ୍ତା ନ ଥିବାରୁ ଗର୍ଲିମା ଛକ ଠାରେ ଆମ୍ବୁଲାନ୍ସ ଅଟକିଲା । ଅଧିକ ପଢନ୍ତୁ

author img

By

Published : Aug 11, 2022, 11:11 PM IST

PREGNANT WOMAN CARRIED ON STRETCHER TO HOSPITAL IN RAYAGADA
ଥମିବାର ନେଉନି ଜନନୀ ଯନ୍ତ୍ରଣା, ଷ୍ଟେଚରରେ ୩କିମି ବୁହାହେଲେ ଗର୍ଭବତୀ

ରାୟଗଡା:କାଶୀପୁରରେ ଥମିବାର ନା ନେଉନି ଜନନୀ ଯନ୍ତ୍ରଣା । ପୁଣି ଷ୍ଟ୍ରେଚରରେ ୩ କିମି ବୁହାହେଲେ ଗର୍ଭବତୀ । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗଡିବାଲୀ ପଞ୍ଚାୟତର ଦୁରୂପାଇ ଗ୍ରାମରେ । ଏହି ଗ୍ରାମର ରାମ ଚନ୍ଦ୍ର ମାଝୀଙ୍କ ସ୍ତ୍ରୀ ସୁଧା ମାଝୀଙ୍କର ଗର୍ଭଯନ୍ତ୍ରଣା ହେବାରୁ ଆଶା ଦିଦି ହାରାବତୀ ବିଶୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଫଳରେ ଆମ୍ବୁଲାନ୍ସ ଆସି ଗାଁ କୁ ରାସ୍ତା ନ ଥିବାରୁ ଗର୍ଲିମା ଛକ ଠାରେ ଅଟକି ଯାଇଥିଲା l

ତେବେ ବାଧ୍ୟ ହୋଇ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ, ଆଶାକର୍ମୀ, ମା ଗୃହରେ କାର୍ଯ୍ୟରତ ଥିବା ପଦ୍ମିନୀ ଶବର ଓ ANM ଯାଇ ପରିବାର ଲୋକଙ୍କ ସହିତ ମିସି ସୁଧା ମାଝୀଙ୍କୁ ତିନି କିଲମିଟର ଷ୍ଟ୍ରେଚର ରଖି ଆଣିଥିଲେ । ପରେ 108 ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ବର୍ତ୍ତମାନ ଗର୍ଭବତୀ ସୁଦ୍ଧା ମାଝୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ନେଇ ଜଣା ପଡିଛି।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.