ETV Bharat / state

ଦୋରାଗୁଡାରେ ଆମ ନୄତ୍ୟ ଆମ ସଂସ୍କୃତି ଆରମ୍ଭ - ଦୋରାଗୁଡାରେ ଆମ ନୄତ୍ୟ ଆମ ସଂସ୍କୃତି

ପରଜା ସମ୍ପ୍ରଦାୟ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ରାୟଗଡା ଜିଲ୍ଲାର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କାରଖାନା । ଅଧିକ ଖବର ପଢନ୍ତୁ...

ଦୋରାଗୁଡାରେ ଆମ ନୄତ୍ୟ ଆମ ସଂସ୍କୃତି ଆରମ୍ଭ
ଦୋରାଗୁଡାରେ ଆମ ନୄତ୍ୟ ଆମ ସଂସ୍କୃତି ଆରମ୍ଭ
author img

By

Published : Mar 6, 2020, 1:56 AM IST

ରାୟଗଡା: ପରଜା ସମ୍ପ୍ରଦାୟ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ରାୟଗଡା ଜିଲ୍ଲାର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କାରଖାନା । କାଶିପୁର ବ୍ଲକର 28 ଟି ପଞ୍ଚାୟତରେ ଗତ କିଛି ଦିନ ଧରି ଆରମ୍ଭ ହୋଇଥିଲା ଢେମସା ନୃତ୍ୟ ପ୍ରତିଭାର ଅନ୍ବେଷଣ ।

ଦୋରାଗୁଡାରେ ଆମ ନୄତ୍ୟ ଆମ ସଂସ୍କୃତି ଆରମ୍ଭ

ଶେଷରେ ଗୁରୁବାର ଦୋରାଗୁଡା ଟାଉନ ସିପ ସ୍ଥିତ ସାଂସ୍କୃତିକ ମଣ୍ଡପ ଏକାଠି କରିଥିଲା କଳାକାରଙ୍କୁ । ତେବେ ଚାଲନ୍ତୁ ଶୁଣିବା ଉତ୍କଳ ଆଲୁମିନା କାରଖାନା ମୁଖ୍ୟଙ୍କ ମୁହଁରୁ । କଣ ରହିଛି ଆଗାମୀ ଯୋଜନା ?

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.