ETV Bharat / state

ରାୟଗଡାରେ କେମିତି ଚାଲିଛି ନିର୍ବାଚନ ପାଇଁ ଚେକିଂ? ଦେଖନ୍ତୁ ସ୍ବତନ୍ତ୍ର ଆଲୋଚନା - ନିର୍ବାଚନ

ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ପ୍ରସ୍ତୁତି ବଢ଼ିବାରେ ଲାଗିଛି। ସେ ରାଜନୈତିକ ଦଳ କଥା କୁହନ୍ତୁ ଅବା ଜିଲ୍ଲାପ୍ରଶାସନଙ୍କ କଥା। ସମସ୍ତେ ଲାଗିପଡ଼ିଛନ୍ତି ପ୍ରସ୍ତୁତିରେ। ତେବେ ଏଥର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ନିଜକୁ ଯୋରଦାର ପ୍ରସ୍ତୁତ କରିଛି ଜିଲ୍ଲାପ୍ରଶାସନ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 28, 2019, 9:55 AM IST

ରାୟଗଡା: ଆଗକୁ ଗଣତନ୍ତ୍ର ମହାପର୍ବ ନିର୍ବାଚନ। ସେଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି ପର୍ବ । ସେ ନେତା ହୁଅନ୍ତୁ ଅବା ପ୍ରଶାସନ। ଭୋଟରଙ୍କ ମନ ଜିଣିବାକୁ ନେତା ଲାଗି ପଡିଥିବା ବେଳେ ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ଲାଗି ପଡିଛି ପ୍ରଶାସନ । ଚଳିତ ଥର ନିର୍ବାଚନ କିପରି ହେବ ସ୍ବଚ୍ଛ ? ଘୋଡା ବ୍ୟାପାର ଠାରୁ ଦୂରେଇ ରଖି କିପରି ସ୍ବଚ୍ଛ ନିର୍ବାଚନ ହୋଇ ପାରିବ ଜିଲ୍ଲା ପ୍ରଶାସନ ମଧ୍ୟ ଆପ୍ରାଣ ଚେଷ୍ଟା ଜାରି ରଖିଛି । ତେବେ ଜିଲ୍ଲା ପ୍ରଶାସନ କିପରି ପ୍ରସ୍ତୁତି ଜାରି ରଖିଛି । ତାହା ଜାଣିବା ପାଇଁ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଆମ ରାୟଗଡା ପ୍ରତିନିଧି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ କୌଣସି ଭୋଟରକୁ ଅର୍ଥ କିମ୍ବା ମଦ ଦ୍ବାରା ପ୍ରଭାବିତ କରା ନଯାଏ । ସେଥିପାଇଁ ଚାଲିଛି ଜୋରଦାର ତନଖି । ରାସ୍ତାଘାଟ, ଛକ ବଜାର, ଗଳିକନ୍ଦିରେ ଚେକିଂ କରାଯାଉଛି । ଏପରିକି ସହରକୁ ସିଲ୍‌ କରି ମଧ୍ୟ ଚେକିଂ କରାଯାଉଛି । ବିଶେଷ କରି ଗାଡିରେ ନିଆଯାଉଥିବା ଟଙ୍କା ଓ ମଦକୁ ଯାଞ୍ଚ କରାଯାଉଛି ।

ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ରାୟଗଡାରେ ନିର୍ବାଚନ ମଣ୍ଡଳ ପାଇଁ 3ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ 3ଟି ଷ୍ଟାଟିଙ୍ଗ୍ ସରଭେଲେନ୍ସ ଗଢାଯାଇଛି । ଯେଉଁ ଟିମରେ ପୋଲିସ ସହ କିଛି ଅଧିକାରୀ ଅଛନ୍ତି । ଜିଲ୍ଲାକୁ ଯେଉଁ ଗାଡି ଗୁଡିକ ପ୍ରବେଶ କରୁଛି ସେହି ଗାଡି ଗୁଡିକୁ ତନଖି କରାଯାଉଥିବା ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡର ଟିମ୍‌ର ଅଧିକାରୀ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.