ETV Bharat / state

ରାୟଗଡ଼ା ଗସ୍ତରେ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ବୀର ବିକ୍ରମ ଯାଦବ - ଜିଲ୍ଲା ପର୍ଯ୍ୟବେକ୍ଷକ ଆଇଏସ ବୀର ବିକ୍ରମ ଯାଦବଙ୍କ ରାୟଗଡା ଗସ୍ତ

ରାୟଗଡ଼ା ଜିଲ୍ଲା ଗସ୍ତରେ କୋଭିଡ ପର୍ଯ୍ୟବେକ୍ଷକ ବୀର ବିକ୍ରମ ଯାଦବ । କୋରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛିନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଭିଡ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଆଇଏସ ବୀର ବିକ୍ରମ ଯାଦବଙ୍କ ଦିନିକିଆ ରାୟଗଡା ଗସ୍ତ

author img

By

Published : May 6, 2020, 7:05 PM IST

ରାୟଗଡ଼ା: ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ ପର୍ଯ୍ୟବେକ୍ଷକ ବୀର ବିକ୍ରମ ଯାଦବ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି କୋରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରାୟଗଡ଼ା ବ୍ଲକର ମାଲିଗାଁ, ବଡ଼ ଆଲୁବାଡି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ ଜେକେପୁରଠାରେ ପରିଚାଳିତ କୋଭିଡ ହେଲଥ୍ ସେଣ୍ଟର ପରିଦର୍ଶନ କରିଥିଲେ । ପରେ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

କଭିଡ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଆଇଏସ ବୀର ବିକ୍ରମ ଯାଦବଙ୍କ ଦିନିକିଆ ରାୟଗଡା ଗସ୍ତ
କଭିଡ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଆଇଏସ ବୀର ବିକ୍ରମ ଯାଦବଙ୍କ ଦିନିକିଆ ରାୟଗଡା ଗସ୍ତ

ଏହି ବୈଠକରେ ମୁଖ୍ୟତଃ କୋରୋନା ମୁକବିଲା ନିମନ୍ତେ ପ୍ରସ୍ତୁତି ଓ ଶ୍ରମ ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକ ବହୁଳ ଭାବରେ କାର୍ଯ୍ୟକାରୀ କରିବା ନିମନ୍ତେ ଆଲୋଚନା ହୋଇଥିଲା । ଯାହାଫଳରେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକମାନେ କର୍ମ ସଂସ୍ଥାନରେ କର୍ମନିଯୁକ୍ତି ପାଇ ରୋଜଗାର କରି ପାଇବେ ସେନେଇ ଗୁରୁତ୍ଵ ଦିଆଯାଇଥିଲା ।

ବିଶେଷ କରି ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ସଂସ୍ଥା କୃଷି କ୍ଷେତ୍ରରେ, ଉଦ୍ୟାନ କୃଷିରେ, ଜଳବିଭାଜିକା ମିଶନ, ମତ୍ସ୍ୟ ବିଭାଗ, ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା, ନିର୍ମାଣ କୋଠାବାଡ଼ି, ଗ୍ରାମୀୟ ନିର୍ମାଣ ଆଦି ବିଭାଗ ତରଫରୁ କର୍ମ ସଂସ୍ଥାନ ଯୋଗାଇବା ଉପରେ ଗୁରୁତ୍ବ ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.