ETV Bharat / state

ସେବିକା ଦିବସ: କୋଭିଡ ହସ୍ପିଟାଲ ନର୍ସଙ୍କୁ ସମ୍ବର୍ଦ୍ଧନା - ସେବିକା ଦିବସ

ବିଶ୍ବ ସେବିକା ଦିବସ ଅବସରରେ ଜେକେପୁର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲ ନର୍ସଙ୍କୁ ସମ୍ବର୍ଦ୍ଧନା
କୋଭିଡ ହସ୍ପିଟାଲ ନର୍ସଙ୍କୁ ସମ୍ବର୍ଦ୍ଧନା
author img

By

Published : May 13, 2021, 6:49 AM IST

ରାୟଗଡା: ବିଶ୍ବ ସେବିକା ଦିବସ ଅବସରରେ ଜେକେପୁର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମିଡ଼ିଆ କେୟାର୍ ରାୟଗଡ଼ା ପକ୍ଷରୁ କାର୍ଯ୍ୟରତ 10 ଜଣ ନର୍ସଙ୍କୁ ନିଜର କର୍ତ୍ତବ୍ୟ ସମ୍ପାଦନା ପାଇଁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଛି।

କୋଭିଡ ହସ୍ପିଟାଲ ନର୍ସଙ୍କୁ ସମ୍ବର୍ଦ୍ଧନା

କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ ସେବା ଯୋଗାଇ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇ ପାରୁଥିବା ନର୍ସଙ୍କ ଅବଦାନ ଏବଂ ସେମାନଙ୍କ ଦାୟିତ୍ବ ସମାଜ ପାଇଁ ମାର୍ଗ ଦର୍ଶନ ସାଜିଥିବାରୁ ନର୍ସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମିଡ଼ିଆ କେୟାରର ସଂଯୋଜକ ରଞ୍ଜନ ରଥ ଏବଂ ଡ଼ଃ ବାଦଲ ତା । ମିଡ଼ିଆକେୟାର ପକ୍ଷରୁ ସାମ୍ବାଦିକ ଦୁର୍ଗା ପ୍ରସାଦ ପାଢୀ, ସନ୍ତୋଷ ପାଣିଗ୍ରାହୀ, ଗୁରୁବିନ୍ଦର ସିଂ, ଶ୍ରୀନିବାସ ବଳିୟାର ସିଂ, ସୁରେଶ କୋଣ୍ଡା, ରଘୁନାଥ କାମ୍ବା, ମନୋଜ ଜେନା ପ୍ରମୁଖ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.