ETV Bharat / state

ନକ୍ସଲ ଦମନ ପାଇଁ ସିଆରପିଏଫର ନୂତନ କାର୍ଯ୍ୟାଳୟ

ନକ୍ସଲ ଦମନ ପାଇଁ ଗତ କିଛି ବର୍ଷ ଧରି ମୁନିଗୁଡା ଠାରେ ଅବସ୍ଥାପିତ 8th ବାଟାଲିୟନ CRPFର ନୂତନ କାର୍ଯ୍ୟାଳୟ ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଆଜି ଉଦଘାଟିତ ହୋଇଯାଇଛି ।

author img

By

Published : Aug 12, 2019, 8:14 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ନକ୍ସଲ ଦମନ ପାଇଁ ଗତ କିଛି ବର୍ଷ ଧରି ମୁନିଗୁଡା ଠାରେ ଅବସ୍ଥାପିତ 8th ବାଟାଲିୟନ CRPFର ନୂତନ କାର୍ଯ୍ୟାଳୟ ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜି ଏସ.ଡି ପାଣ୍ଡେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ପ୍ରଥମେ ପୂଜାର୍ଚ୍ଚନା କରିବା ସହ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ଏସ.ଡି ପାଣ୍ଡେ । ଏହି ଅବସରରେ 8th ବାଟାଲିୟନ କମାଣ୍ଡାଣ୍ଟ ଏନ.କେ ସିଂ ଓ 4ର୍ଥ ବାଟାଲିୟନ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ମୁନିଗୁଡା ଠାରେ ଏହି କ୍ୟାମ୍ପଟି ଦୀର୍ଘ 7 ବର୍ଷରୁ ଊର୍ଦ୍ଧ୍ବ ହେବ ଅସ୍ଥାୟୀ ଭାବେ ଭାଗ ଭାଗ ହୋଇ ରହି କାର୍ଯ୍ୟ କରୁଥିଲେ ।

ତେବେ ଆଜି ଏହି ବାଟାଲିୟନର ନୂତନ କାର୍ଯ୍ୟାଳୟ ଉଦଘାଟନ ଫଳରେ ସମ୍ପୂର୍ଣ୍ଣ ବାଟାଲିୟନ ଗୋଟିଏ ସ୍ଥାନରେ ରହି କାର୍ଯ୍ୟ କରିପାରିବ ବୋଲି ଡିଆଇଜି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ନକ୍ସଲ ଦମନ ପାଇଁ ଗତ କିଛି ବର୍ଷ ଧରି ମୁନିଗୁଡା ଠାରେ ଅବସ୍ଥାପିତ 8th ବାଟାଲିୟନ CRPF ର ନୁତନ କାର୍ଯ୍ୟାଳୟ ମୁନିଗୁଡା ଥାନା ଅନ୍ତର୍ଗତ ଝିଲିଗୁଡା ଠାରେ ଆଜି ଉଦଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ CRPF DIG S.D.Pandey ଯୋଗଦେଇ ପ୍ରଥମେ ପୂଜାର୍ଚ୍ଚନା କରିବା ସହ ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଏହି ଅବସରରେ 8ମ ବାଟାଲିୟନ ଚମଣ୍ଡାଣ୍ଟ N K Sing ଓ 4ର୍ଥ ବାଟାଲିୟନ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ମୁନିଗୁଡା ଠାରେ ଏହି କ୍ୟାମ୍ପଟି ଦୀର୍ଘ 7 ବର୍ଷରୁ ଉର୍ଦ୍ଧ୍ବ ହେବ ଅସ୍ଥାୟୀ ଭାବେ ଭାଗ ଭାଗ ହୋଇ ରହି କାର୍ଯ୍ୟ କରୁଥିବା ବେଳେ ଆଜି ଏହି ବାଟାଲିୟନର ନୂତନ କାର୍ଯ୍ୟାଳୟ ଉଦଘାଟନ ଫଳରେ ସମ୍ପୂର୍ଣ ବାଟାଲିୟନ ଗୋଟିଏ ସ୍ଥାନରେ ରହି କାର୍ଯ୍ୟ କରିପାରିବ ବୋଲି DIG ପ୍ରକାଶ କରିଛନ୍ତି ।
Byte- S.D.PANDEY, CRPF DIGBody:କConclusion:ଖ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.