ETV Bharat / state

ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ପାଇଁ ‘ମୋ ସ୍କୁଲ ଅଭିଯାନ’ର ରୂପରେଖ ପ୍ରସ୍ତୁତ - mo school yojana

ବୁଧବାର ରାୟଗଡାରେ ଗସ୍ତରେ ଆସିଥିଲେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସସ୍ମିତା ବାଗ୍‌ଚି । ଏହି ଅବସରରେ ଅବିଭକ୍ତ କୋରାପୁଟ ଏବଂ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପାଇଁ ମୋ ସ୍କୁଲ ଅଭିଯାନର ରୂପରେଖ ପ୍ରସ୍ତୁତି ହୋଇଛି ।

ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ପାଇଁ ‘ମୋ ସ୍କୁଲ ଅଭିଯାନ’ର ରୂପରେଖ ପ୍ରସ୍ତୁତ
author img

By

Published : Oct 23, 2019, 7:39 PM IST

ରାୟଗଡା: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ’ । ଏହି ପରିପ୍ରେକ୍ଷୀରେ ରାୟଗଡା ଗସ୍ତରେ ଆସି ପହଞ୍ଚିଛନ୍ତି ମୋ ସ୍କୁଲ ଅଭିଯାନ ଅଧକ୍ଷା ସସ୍ମିତା ବାଗ୍‌ଚି ।

ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ପାଇଁ ‘ମୋ ସ୍କୁଲ ଅଭିଯାନ’ର ରୂପରେଖ ପ୍ରସ୍ତୁତ

ଏହି ଅବସରରେ ସେ GCD ହାଇସ୍କୁଲ ଠାରେ ଏକ ଜୋନାଲ ସ୍ଥରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା PD DRDA ଅମୃତ ଋତୁରାଜ ସହ ଗଜପତି, କଳାହାଣ୍ଡି, ରାୟଗଡା, କୋରାପୁଟ ସମେତ 6ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଓ 22ଟି ବ୍ଲକ ଶିକ୍ଷାଧିକାରୀ ଯୋଗ ଦେଇଥିଲେ ।

ଏହି ବୈଠକରେ ମୋ ସ୍କୁଲ ଅଭିଯାନ ସ୍ଥିତି ନେଇ ସମୀକ୍ଷା କରିବା ସହ କିଭଳି ଆହୁରି ଭଲ ହୋଇପାରିବ ମତାମତ ସଂଗ୍ରହ କରାଯାଇଛି । ତେବେ ବର୍ତ୍ତମାନ ମୋ ସ୍କୁଲ ଅଭିଯାନ ହାଇସ୍କୁଲ ସ୍ତରରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ପ୍ରାଥମିକ ସ୍କୁଲକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଅବିଭକ୍ତ କୋରାପୁଟ ଏବଂ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପାଇଁ ମୋ ସ୍କୁଲ ଅଭିଯାନର ରୂପରେଖ ପ୍ରସ୍ତୁତ । Body:ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଏବେ ଆରମ୍ଭ ହୋଇଛି ମୋ ସ୍କୁଲ ଅଭିଯାନ । ଏହି ପରିପ୍ରେଖିରେ ରାୟଗଡା ଗସ୍ଥରେ ଆସି ପହଞ୍ଚିଛନ୍ତି ମୋ ସ୍କୁଲ ଅଭିଯାନ ଅଧକ୍ଷା ସସ୍ମିତା ବାଗଚି । ରାୟଗଡା ପହଞ୍ଚି ସ୍ଥାନୀୟ GCD ହାଇସ୍କୁଲ ଠାରେ ଏକ ଜୋନାଲ ସ୍ଥାରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଉକ୍ତ ବୈଠକରେ ରାୟଗଡା PD DRDA ଅମୃତ ଋତୁରାଜ ସହ ଗଜପତି, କଳାହାଣ୍ଡି , ରାୟଗଡା, କୋରାପୁଟ ସମେତ 6ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଓ 22ଟି ବ୍ଲକ ଶିକ୍ଷାଧିକାରୀ ଏଥିରେ ଯୋଗ ଦେଇଛନ୍ତି। ମୋ ସ୍କୁଲ ଅଭିଯାନ ସ୍ଥିତି ନେଇ ସମୀକ୍ଷା କରିବାସହ କିଭଳି ଆହୁରି ଭଲ ହୋଇପାରିବ ମତାମତ ସଂଗ୍ରହ କରାଯାଇଛି । ଏହି ମୋ ସ୍କୁଲ ଅଭିଯାନ ବର୍ତ୍ତମାନ ହାଇ ସ୍କୁଲ ସ୍ତରରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ପ୍ରାଥମିକ ସ୍କୁଲକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି। ସେ ନେଇ ଅବିଭକ୍ତ କୋରାପୁଟ ଏବଂ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପାଇଁ ରୂପରେଖ ପ୍ରସ୍ତୁତି ହୋଇଛି । Conclusion:ଅବିଭକ୍ତ କୋରାପୁଟ ଏବଂ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପାଇଁ ମୋ ସ୍କୁଲ ଅଭିଯାନର ରୂପରେଖ ପ୍ରସ୍ତୁତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.