ETV Bharat / state

କୋରୋନା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲା ମିଲର୍ସ ସଂଘ

କୋରୋନା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲା ରାୟଗଡା ମିଲର୍ସ ସଂଘ । ପଢନ୍ତୁ ଅଧିକ....

କରୋନା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲା ମିଲର୍ସ ସଂଘ

author img

By

Published : Jan 21, 2021, 8:23 PM IST

ରାୟଗଡା:ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଅଭାବି ଗରିବ, ଗୁରୁବା ପରିବାର ଲୋକଙ୍କ ପାଇଁ ସହାୟତା ହାତ ବଢାଇଛନ୍ତି ରାୟଗଡା ମିଲର୍ସ ସଂଘ । ୧୨୯ଟି ରାଇସ ମିଲ୍ସକୁ ଗଠିତ ଏହି ସଂଘ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ଆଗେଇ ଆସିଛନ୍ତି ।

କରୋନା ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲା ମିଲର୍ସ ସଂଘ

ଆଜି ଜିଲା ମୁଖ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ରିଲିଫ ସାମଗ୍ରୀ ଯାଉଥିବା ଚାରି ଚକିଆ ଯାନକୁ ଶୁଭାରମ୍ଭ କରିଥିଲେ । ଏହା ଗାଡି ଆଗାମୀ ଦିନରେ ଜିଲ୍ଲାର ୧୧ ଟି ବ୍ଲକରେ ବୁଲି ଲୋକଙ୍କୁ ରିଲିଫ ପ୍ୟାକେଟ ବିତରଣ କରିବ ବୋଲି ଜଣାଯାଇଛି ।

ଉକ୍ତ ରିଲିଫ ପ୍ୟାକେଟରେ ଚାଉଳ, ମାଣ୍ଡିଆ, ଡାଲି, ତେଳ, ଆଳୁ, ପିଆଜ ଓ ସାବୁନ ମିଶ୍ରିତ ମୋଟ ୫ହଜାର ପ୍ୟାକେଟ ରିଲିଫ ସାମଗ୍ରୀ ରହିଥିବା ସଂଘ ସଭାପତି କାଶି ନାଇଡ଼ୁ ସୁଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.