ETV Bharat / state

ରାୟଗଡ଼ାରେ ପ୍ରଥମ ଲୋକକଳା ଦିବସ ପାଳିତ - ରାୟଗଡ଼ା

ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ଦିବସ ପାଳିତ ହୋଇଛି । ଲୁଚି ଯାଉଥିବା ପ୍ରତିଭାକୁ ପୁନଃରୁଦ୍ଧାର କରିବା ନେଇ ରାୟଗଡ଼ାରେ ମଧ୍ୟ ପାଳିତ ହୋଇଛି ଲୋକକଳା ଦିବସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Jun 15, 2019, 2:48 PM IST

Updated : Jun 18, 2019, 10:56 AM IST

ରାୟଗଡ଼ା: ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଲୋକକଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା ଏହି ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ଏହି ଲୋକକଳା ଦିବସ ମାଧ୍ୟମରେ ଲୁଚି ଯାଉଥିବା ପ୍ରତିଭାର ପୁନଃଉଦ୍ଧାର ହେବା ସହ ଲୋକକଳା ପ୍ରତି ଅଧିକରୁ ଅଧିକଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ । ଏଥିସହ ଲୁକାୟିତ ପ୍ରତିଭାର ଅନ୍ବେଷଣ କରିବାରେ ଏହା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ।

ଏହି ଅବସରରେ ଜିଲ୍ଲାର 11ଟି ବ୍ଲକ ଓ 2ଟି ମ୍ୟୁନିସିପାଲଟି ଏବଂ ଗୋଟିଏ ଏନସିର କଳାକାରମାନଙ୍କ ଦ୍ବାରା ପାରମ୍ପରିକ ନାଚଗୀତର ଆୟୋଜନ କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

--SLUGE – ରାୟଗଡ଼ାରେ ପ୍ରଥମ ଲୋକକଳା ମହୋତ୍ସବ  ।
REPORTER- ରଞ୍ଜନ ରଥ
PLACE-  RAYAGADA
DATE- 15.6.18
FORMET –  AVO + BYTE
ANCAR-  ରାୟଗଡ଼ା ଜିଲ୍ଲା ପ୍ରଶାସନ  ପକ୍ଷରୁ ପଥମ ଲୋକକଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନିୟ ସସ୍ୱୃତି ଭବନରେ ଆୟୋଜିତ ଏହି ମହୋତ୍ସବରେ ରାଜ୍ୟ ଆଦିବାସି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ମାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁକାୟିତ ପ୍ରତିଭାର ଅନ୍ୱେଶଣରେ ରାଜ୍ୟ ସରକାରଙ୍କ ଏ ଏକ ଅଭିନବ ପ୍ରୟାସ ବୋଲି କହିଥିଲେ  । ମୁଖ୍ୟତ ଜିଲ୍ଲାରେ ହଜିଯାଉଥିବା ପ୍ରତିଭାର ପୁନଉଦ୍ଧାର ସାଙ୍ଗକୁ ଲୋକ କଳା ପ୍ରତି ଅଧିକରୁ ଅଧିକଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଥିଲେ  । ଏହି ଅବସରରେ ଜିଲ୍ଲାର ୧୧ ଟି ବ୍ଲକ ୨ ଟି ମୁନିସିପାଲଟି ଏବଂ ଗୋଟିଏ ଏନ୍ଏସିର କଳାକାର ମାନଙ୍କ ଦ୍ୱାରା ପାରମ୍ପରିକ ନାଚ ଗିତର ଆୟୋଜନ କରାଯାଇଥିଲା  ।

BYTE-ଜଗନ୍ନାଥ ସାରକା ( ଆଦିବାସୀ କଲ୍ୟାଣ ମନ୍ତ୍ରୀ)

Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.