ETV Bharat / state

ଇଞ୍ଜିନ ଫେଲ ଯୋଗୁଁ ୫ ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ - ଭାଲୁମାସ୍କା  ଷ୍ଟେସନରେ ୫ ଘଣ୍ଟା ଧରି ଅଟକିଲା ହିରାଖଣ୍ଡ ଏକ୍ସପ୍ରେସ

ଶନିବାର ଦୀର୍ଘ 5 ଘଣ୍ଟା କାଳ ରାୟଗଡ଼ା ଜିଲ୍ଲା ଭାଲୁମାସ୍କା ଷ୍ଟେସନରେ ଅଟକି ରହିଲା ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ । ଯାହାଦ୍ବାରା ଯାତ୍ରୀମାନେ ହନ୍ତସନ୍ତ ହୋଇଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Oct 19, 2019, 1:07 PM IST

ରାୟଗଡା: ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ନେଇ ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ । ଶନିବାର ଦୀର୍ଘ 5 ଘଣ୍ଟା କାଳ ରାୟଗଡ଼ା ଜିଲ୍ଲା ଭାଲୁମାସ୍କା ଷ୍ଟେସନରେ ଅଟକି ରହିଲା ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ । ଯାହାଦ୍ବାରା ଯାତ୍ରୀମାନେ ହନ୍ତସନ୍ତ ହୋଇଥିବାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନା ଅନୁଯାୟୀ, ଶନିବାର ସକାଳ ୬ ଟା ସମୟରେ ଭାଲୁମାସ୍କା ଷ୍ଟେସନ ଠାରୁ ୪ କିମି ଦୂରରେ ଥିବା ୨୫ ନମ୍ବର ଟନେଲ ଭିତରେ ହଠାତ୍ ହୀରାଖଣ୍ଡ ଏକ୍ସପ୍ରେସର ଇଞ୍ଜିନରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଗଲା । ଫଳରେ ପ୍ରାୟ 5 ଘଣ୍ଟା ଧରି ଟନେଲ୍ ଭିତରେ ଅଟକି ରହିଥିଲା ଟ୍ରେନ । ଯାହାଦ୍ବାରା ଯାତ୍ରୀ ଖାଦ୍ୟ ପଦାର୍ଥ ନପାଇ ଭୋକରେ ହନ୍ତସନ୍ତ ହେବାର ଦେଖିବାକୁ ମିଳିଥିଲା ।

ତେବେ ରାୟଗଡ଼ାରୁ ଅନ୍ୟ ଏକ ଇଞ୍ଜିନ ଆସି ଏକ୍ସପ୍ରେସରେ ଲାଗିବା ପରେ 10.30 ସମୟରେ ଟ୍ରେନଟି ଗଡିଥିଲା । ତେବେ ଏସଂପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଇଞ୍ଜିନି ଫେଲ ଯୋଗୁଁ ୫ ଘଣ୍ଟା ଅଟକିଲା ହିରାଖଣ୍ଡ ଏକ୍ସପ୍ରେସ ।Body:ପୁଣି ଇଞ୍ଜିନ ରେ ଯାନ୍ତ୍ରିକ ତ୍ରୁଟି, ୩ ଘଣ୍ଟା ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ, ଲୋକେ ହନ୍ତସନ୍ତ।
ପୁଣି ଇଞ୍ଜିନ ରେ ଯାନ୍ତ୍ରିକ ତ୍ରୁଟି ୪ଘଣ୍ଟା ହେଲା ଅଟକିଛି ଭୁବନେଶ୍ୱର ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଭାଲୁମୂଷ୍କା ଷ୍ଟେସନରେ, ଆଜି ସକାଳୁ ୬ ଟା ବେଳେ ରାୟଗଡ଼ା ଜିଲ୍ଲା ଭାଲୁମୂଷ୍କ ଷ୍ଟେସନ୍ ଠାରୁ ୪ କିମି ଦୂରର ୨୫ ନମ୍ବର ଟନାଲ୍ ଭିତରେ ହଟାତ୍ ଇଞ୍ଜିନ ରେ ବିଦ୍ୟୁତ୍ ବିଚ୍ଛିନ୍ନ ହେଇଗଲା ଫଳରେ ପ୍ରାୟ ୩ ଘଣ୍ଟା ଟନାଲ୍ ଭିତରେ ରହିବା ପରେ ରାୟଗଡ଼ା ରୁ ଅନ୍ୟ ଏକ ଇଞ୍ଜିନ ଆସି ଭାଲୁମୁଷ୍କା ଷ୍ଟେସନ ନିକଟକୁ ଟାଣି ଆଣିଲା, ବର୍ତ୍ତମାନ ଭାଲୁମୁସ୍କା ଷ୍ଟେସନରେ ପ୍ରାୟ ୧ ଘଣ୍ଟା ଅଟକି ରହିଛି, ଯାତ୍ରୀ ଖାଦ୍ୟ ପଦାର୍ଥ ନପାଇ ଭୋକରେ ହନ୍ତସନ୍ତ ହେଉଛନ୍ତି, ଟ୍ରେନ୍ ଟି ଭାଲୁମୁଶ୍କା ଷ୍ଟେସନ୍ ରୁ ଜଗଦଲପୁର ଯିବ ବଳି ସୂଚନା ମିଳିଛି, ଏସଂପର୍କରେ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।Conclusion:ଇଞ୍ଜିନି ଫେଲ ଯୋଗୁଁ ୫ ଘଣ୍ଟା ଅଟକିଲା ହିରାଖଣ୍ଡ ଏକ୍ସପ୍ରେସ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.