ETV Bharat / state

ଗୁଣୁପୁର ବିଧାୟକ କୋରୋନା ପଜିଟିଭ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ - ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ

ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ କୋରୋନା ପଜିଟିଭ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଗୁଣପୁର ସ୍ଥିତ ଘରେ ଆଇସୋଲେସନରେ ରହିଛନ୍ତି । ଅଧିକ ପଢନ୍ତୁ...

Gunugpur MLA Raghunath gomanga Covid 19 Positive
ଗୁଣୁପୁର ବିଧାୟକ କୋରୋନା ପଜିଟିଭ, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
author img

By

Published : May 8, 2021, 3:16 PM IST

ଭୁବନେଶ୍ବର: ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ କୋରୋନା ପଜିଟିଭ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବା ପାଇଁ ନିବେଦନ କରିଛନ୍ତି ।

କୋରୋନା ପଜିଟିଭି ହେବା ପରେ ବିଧାୟକ ନିଜ ଗୁଣପୁର ସ୍ଥିତ ଘରେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି । ସେପଟେ ବିଜେଡି ବିଧାୟକ ରଘୁନାଥ ଗମାଙ୍ଗ କୋରୋନା ପଜିଟିଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରିଛନ୍ତି ।

ସୂଚନାଥାଉକି ଗତକାଲିପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ କୋରୋନା ଅକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି । ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.